ଆଧୁନିକ କଥା ସାହିତ୍ୟ (ଉପନ୍ୟାସ)
Appearance
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଆଧୁନିକ କଥା ସାହିତ୍ୟ (ଉପନ୍ୟାସ) | |
---|---|
ଲେଖକ | ନରେନ୍ଦ୍ର ନାଥ ମିଶ୍ର |
ଭାଷା | ଓଡ଼ିଆ |
ବିଷୟ | ଓଡ଼ିଆ ସାହିତ୍ୟର ଉପନ୍ୟାସର ଆଲୋଚନା |
ବିଭାଗ | ଆଲୋଚନା |
ପ୍ରକାଶକ | ଓଡ଼ିଶା ସାହିତ୍ୟ ଏକାଡେମି, ଭୁବନେଶ୍ୱର |
ପ୍ରକାଶ ତାରିଖ | ୧୯୮୨ |
ମାଧ୍ୟମ ପ୍ରକାର | ଛପା ବହି |
ଛାପାଖାନା | ତପସ୍ୱିନୀ ପ୍ରିଣ୍ଟର୍ସ, ମେରିଆ ବଜାର, କଟକ |
ପୃଷ୍ଠା | ୧୬୯ |
ଆଧୁନିକ କଥା ସାହିତ୍ୟ (ଉପନ୍ୟାସ) ନରେନ୍ଦ୍ର ନାଥ ମିଶ୍ରଙ୍କ ରଚିତ ଏକ ଓଡ଼ିଆ ଆଲୋଚନା ମୂଳକ ଗ୍ରନ୍ଥ । ଏହା ୧୯୮୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ଦେଇ ପ୍ରକାଶିତ ହୋଇଥିଲା । ଓଡ଼ିଆ ସାହିତ୍ୟର ଇତିହାସ ଉପରେ ଏଥିରେ ଗଦ୍ୟ ସାହିତ୍ୟର ଏକ ବିଶେଷ ବିଭାବ ଉପନ୍ୟାସ ଉପରେ ସବିଶେଷ ବର୍ଣ୍ଣନା କରାଯାଇଅଛି ।[୧]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ନରେନ୍ଦ୍ର ନାଥ ମିଶ୍ର. ଆଧୁନିକ କଥା ସାହିତ୍ୟ (ଉପନ୍ୟାସ). ଓଡ଼ିଆ ସାହିତ୍ୟ ଗ୍ରନ୍ଥମାଳା(୧୯୮୧). ପୃ ୧-୧୬୯