ଆଧୁନିକ କଥା ସାହିତ୍ୟ (ଉପନ୍ୟାସ)

ଉଇକିପିଡ଼ିଆ‌ରୁ
ଆଧୁନିକ କଥା ସାହିତ୍ୟ (ଉପନ୍ୟାସ)  
Adhunka Odia katha sahitya Odia Literature.JPG
ଆଧୁନିକ କଥା ସାହିତ୍ୟ (ଉପନ୍ୟାସ) ବହିର ମଲାଟ
ଲେଖକନରେନ୍ଦ୍ର ନାଥ ମିଶ୍ର
ଭାଷାଓଡ଼ିଆ
ବିଷୟଓଡ଼ିଆ ସାହିତ୍ୟର ଉପନ୍ୟାସର ଆଲୋଚନା
ବିଭାଗଆଲୋଚନା
ପ୍ରକାଶକଓଡ଼ିଶା ସାହିତ୍ୟ ଏକାଡେମି, ଭୁବନେଶ୍ୱର
ପ୍ରକାଶ ତାରିଖ୧୯୮୨
ମାଧ୍ୟମ ପ୍ରକାରଛପା ବହି
ଛାପାଖାନାତପସ୍ୱିନୀ ପ୍ରିଣ୍ଟର୍ସ, ମେରିଆ ବଜାର, କଟକ
ପୃଷ୍ଠା୧୬୯

ଆଧୁନିକ କଥା ସାହିତ୍ୟ (ଉପନ୍ୟାସ) ନରେନ୍ଦ୍ର ନାଥ ମିଶ୍ରଙ୍କ ରଚିତ ଏକ ଓଡ଼ିଆ ଆଲୋଚନା ମୂଳକ ଗ୍ରନ୍ଥ । ଏହା ୧୯୮୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ଦେଇ ପ୍ରକାଶିତ ହୋଇଥିଲା । ଓଡ଼ିଆ ସାହିତ୍ୟର ଇତିହାସ ଉପରେ ଏଥିରେ ଗଦ୍ୟ ସାହିତ୍ୟର ଏକ ବିଶେଷ ବିଭାବ ଉପନ୍ୟାସ ଉପରେ ସବିଶେଷ ବର୍ଣ୍ଣନା କରାଯାଇଅଛି ।[୧]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ନରେନ୍ଦ୍ର ନାଥ ମିଶ୍ର. ଆଧୁନିକ କଥା ସାହିତ୍ୟ (ଉପନ୍ୟାସ). ଓଡ଼ିଆ ସାହିତ୍ୟ ଗ୍ରନ୍ଥମାଳା(୧୯୮୧). ପୃ ୧-୧୬୯