ଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱର
ଅଷ୍ଟଶମ୍ଭୁ ଶିବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | ଭଗବାନ ଶିବ |
Location | |
ସ୍ଥାନ | ଭୁବନେଶ୍ୱର |
State | ଓଡ଼ିଶା |
Country | ଭାରତ |
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/ଭାରତ ଓଡ଼ିଶା" does not exist. | |
ଭୌଗଳିକ ଅବସ୍ଥିତି | 20°15′2″N 85°51′18″E / 20.25056°N 85.85500°E |
Architecture | |
Type | କଳିଙ୍ଗ ସ୍ଥାପତ୍ୟ କଳା |
Completed | ଦଶମ ଶତାବ୍ଦୀ |
Specifications | |
Temple(s) | ୯ |
Elevation | 33 m (108 ft) |
ଅଷ୍ଟଶମ୍ଭୁ ମନ୍ଦିର, ଭୁବନେଶ୍ୱରଠାରେ ଅବସ୍ଥିତ[୧] ଆଠଟି ଶିବ ମନ୍ଦିର ସମୂହ ।[୨]
ଅବସ୍ଥିତି
[ସମ୍ପାଦନା]ଭୁବନେଶ୍ୱରର ଉତ୍ତରେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଆଠଟି ସମତୁଲ ଆକୃତି ବିଶିଷ୍ଟ ମନ୍ଦିର ରହିଛି ଯାହାକୁ ଅଷ୍ଟଶମ୍ଭୁ ମନ୍ଦିର କୁହାଯାଏ । ଏହି ସବୁ ମନ୍ଦିର ଶମ୍ଭୁ ବା ଶିବଙ୍କ ଆରାଧନା ପାଇଁ ଉଦ୍ଧିଷ୍ଟ । ଏହି ଆଠଟି ମନ୍ଦିର ମଧ୍ୟରୁ ପାଞ୍ଚଟି ଏକ ଧାଡିରେ ଥାଏ ଏବଂ ତାକୁ ପଞ୍ଚୁପାଣ୍ଡବ କୁହା ଯାଏ । ଏହି ମନ୍ଦିର ସବୁ ବେସରକାରୀ ମାଲିକାନାରେ ରତ୍ନାକର ଗର୍ବବଟୁ ଓ ତାଙ୍କ ପରିବାରର ରକ୍ଷଣରେ ରହିଛି । ମନ୍ଦିରର ପୂର୍ବ ଦିଗରେ ବିନ୍ଦୁସାଗର ପୁଷ୍କରିଣୀ, ପଶ୍ଚିମରେ ଉତ୍ତରେଶ୍ୱର ଶିବ ମନ୍ଦିର ରହିଛି । ପୂର୍ବ ଦିଗକୁ ସାମ୍ନା କରି ମନ୍ଦିରର ମୁଖ ରହିଛି ।
ନିର୍ମାଣ ଶୈଳୀରୁ ଏହା ୧୦ମ ଶତାବ୍ଦୀରେ ନିର୍ମିତ ହେଇଥିବାର ଜଣାଯାଏ । ପ୍ରସ୍ତର ନିର୍ମିତ ଏହି ମନ୍ଦିରସବୁ ରେଖ ଶୈଳୀରେ ନିର୍ମିତ । ମନ୍ଦିରରେ ଥିବା ଆଠଟି ଶିବଲିଙ୍ଗ ମୂଲ୍ୟବାନ ପଥରରେ ଗଠିତ ଏବଂ ପ୍ରତ୍ୟେକ ଶିବଲିଙ୍ଗଙ୍କର ଭିନ୍ନ ରଙ୍ଗର । ଆଠଟି ଶିବଲିଙ୍ଗଙ୍କୁ ଶିବଙ୍କର ଆଠଟି ନାମରେ ନାମିତ କରାଯାଇଛି, ଯଥା: ମାର୍କଣ୍ଡେଶ୍ୱର, ଯଜ୍ଞେଶ୍ୱର, ନୀଳକଣ୍ଠେଶ୍ୱର, ବିଲବେଶ୍ୱର, କପାଳମୋଚନ ବଳେଶ୍ୱର ଈଶାନେଶ୍ୱର ଏବଂ ପାତାଳେଶ୍ୱର ।[୩]
ଆଧାର
[ସମ୍ପାଦନା]- ↑ Thomas E. Donaldson (2001). Iconography of the Buddhist Sculpture of Orissa: Text. Abhinav Publications. ISBN 978-81-7017-406-6.
- ↑ Iconography of the Buddhist Sculpture of Orissa: Text .
- ↑ "ଆର୍କାଇଭ୍ କପି". Archived from the original on 2018-07-06. Retrieved 2018-07-11.
{{cite web}}
: Cite has empty unknown parameter:|1=
(help)
ଅଧିକ ଜାଣିବେ
[ସମ୍ପାଦନା]- K. C. Panigrahi, Archaeological Remains at Bhubaneswar, Calcutta, 1961. P. 19.
- T. E. Donaldson, Hindu Temple Art of Orissa, Vol. I, Leiden, 1985, P. 64.