ଅପରେସନ ବ୍ଲାକ୍ ବୋର୍ଡ଼

ଉଇକିପିଡ଼ିଆ‌ରୁ

ଅପରେସନ ବ୍ଲାକ୍ ବୋର୍ଡ଼ (ଓଡ଼ିଆ: କଳାପଟା ଅଭିଯାନ) ଓଡ଼ିଶା ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ଯୋଜନା ଥିଲା ।[୧] ଏହା ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୧୯୮୭ ମସିହାରେ ଆରମ୍ଭ ଓ କାର୍ଯ୍ୟକାରୀ ହୋଇଥିଲା ।[୨][୩]

ସମାଲୋଚନା[ସମ୍ପାଦନା]

ଓଡ଼ିଆ ଲେଖକ ଶରତ କୁମାର ମହାନ୍ତି "କ୍ୟାରିଅରିଷ୍ଟ ଓ ସାହିତ୍ୟ ଚାଷ " ପୁସ୍ତକରେ ଏହି ଯୋଜନାକୁ ସମାଲୋଚନା କରି ଲେଖିଥିଲେ, "ଏଇ କେତେ ବର୍ଷ ଭିତରେ 'ଅପରେସନ ବ୍ଲାକ୍ ବୋର୍ଡ଼' ଯୋଜନାରେ ସରକାର ମଝିରେ ମଝିରେ ମୋଟା ଅଙ୍କର ନିର୍ବାଚିତ ବହି କିଣୁଛନ୍ତି। ତାହା ତ ଅଦିନ ମେଘ! ଗତ ୩୫ ବର୍ଷ ଭିତରେ ସାହିତ୍ୟ ପାଠକ ସଂଖ୍ୟା ଆଦୌ ଆଶାନୁରୂପକ ବଢ଼ିନାହିଁ।" ।

ଆଧାର[ସମ୍ପାଦନା]

  1. Mishra, S. (2017). "Poverty and demand-side problems of primary education: A theoretical note". Splint International Journal of Professionals. Splint International Journal of Professionals. 4 (1): 55.
  2. Behera, A. (2019). "Status of Elementary Education in Sambalpur of Odisha" (PDF). Orissa Review: 69. ISSN 0970-8669.
  3. Dash, B. "Educating Tribal Girls in Odisha: A Search on Their Apathy" (PDF). Orissa Review. ISSN 0970-8669.