ଶେଓପୁର
ଦେଖଣା
Sheopur | |
---|---|
city | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Sheopur |
Elevation | 229 m (751 ft) |
Population (2011) | |
• Total | ୧,୦୫,୦୨୬ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 476337 |
ଯାନବାହାନ ପଞ୍ଚୀକରଣ | MP-31 |
Sex ratio | 932 ♂/♀ |
Website | www |
ଶେଓପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ଶେଓପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଶେଓପୁର ୨୫.୬୬୬୮ ଉତ୍ତର ଅକ୍ଷାଂଶ ଓ ୭୬.୬୯୬୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶେଓପୁର ସହରର ମୋଟ ଜନସଂଖ୍ୟା ୧୫୬୭୨ ଅଟେ ।[୨] ସେଥି ମଧ୍ୟରୁ ୫୨.୯୨% ଜଣ ପରୁଷ ହୋଇଥିବା ବେଳେ ୪୭.୦୮% ଜଣ ନାରୀ ଅଟନ୍ତି । ଶେଓପୁରର ସାକ୍ଷରତା ହାର ୪୮.୧୪% ଅଟେ । ଏହା ଜାତୀୟ ହାରଠାରୁ ୧୬.୭୦% ପ୍ରତିଶତ କମ ଅଟେ । ସେଥିରୁ ୩୨.୧୩% ପ୍ରତିଶତ ପୁରୁଷ ଓ ୧୬.୦୦% ନାରୀ ଅଟନ୍ତି । ୧୮.୫୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଶେଓପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.