Jump to content

ବାର୍‌ପେଟା

ଉଇକିପିଡ଼ିଆ‌ରୁ
Barpeta
Tatikuchi
Satra Nagari
city
ଦେଶ India
ରାଜ୍ୟAssam
ଜିଲ୍ଲାBarpeta
Elevation
35 m (115 ft)
Population
 (2001)
 • Total୪୧,୧୭୫
ଭାଷା
 • ସରକାରୀAssamese
Time zoneUTC+5:30 (IST)
PIN
781301
ଯାନବାହାନ ପଞ୍ଚୀକରଣAs-15-X-XXXX
Websitebarpeta.nic.in

ବାର୍‌ପେଟା ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଆସାମର ବର୍ପେତ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ବାର୍‌ପେଟା ୨୬.୩୨୨୯ ଉତ୍ତର ଅକ୍ଷାଂଶ ଓ ୯୧.୦୦୬୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୧ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାର୍‌ପେଟା ସହରର ମୋଟ ଜନସଂଖ୍ୟା ୪୧୧୭୫ ଅଟେ ।[] ସେଥି ମଧ୍ୟରୁ ୫୦.୪୦% ଜଣ ପରୁଷ ହୋଇଥିବା ବେଳେ ୪୯.୬୦% ଜଣ ନାରୀ ଅଟନ୍ତି । ବାର୍‌ପେଟାର ସାକ୍ଷରତା ହାର ୮୦.୧୯% ଅଟେ । ଏହା ଜାତୀୟ ହାରଠାରୁ ୧୫.୩୫% ପ୍ରତିଶତ କମ ଅଟେ । ସେଥିରୁ ୪୩.୨୨% ପ୍ରତିଶତ ପୁରୁଷ ଓ ୩୬.୯୭% ନାରୀ ଅଟନ୍ତି । ୯.୫୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ଅହମିଆ ବାର୍‌ପେଟାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]