ରକ୍ତବାନ୍ତି

ଉଇକିପିଡ଼ିଆ‌ରୁ
Hematemesis
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgastroenterology[*]
ଆଇସିଡ଼ି-୧୦K92.0
ଆଇସିଡ଼ି-୯-ସିଏମ୍578.0
ରୋଗ ଡାଟାବେସ30745
ମେଡ଼ିସିନ-ପ୍ଲସ003118
ଇ-ମେଡ଼ିସିନmed/3565
MeSHC23.550.414.788.400

ରକ୍ତବାନ୍ତି (ଇଂରାଜୀରେ British: Haematemesis, USA: Hematemesis) ଏକ ଲକ୍ଷଣ ଯେଉଁଥିରେ ରକ୍ତବାନ୍ତି ହୁଏ । ଅନେକ ସମୟରେ କାଶରେ ମଧ୍ୟ ରକ୍ତ ପଡ଼େ ଓ ଏହି ରୋଗୀ ସଂଖ୍ୟା ଅଧିକ । ଏହାକୁ ଇଂରାଜୀରେ Hemoptysis କୁହାଯାଏ । ଏହି ଦୁଇ ଲକ୍ଷଣ ସମାନ ନୁହେଁ ଓ ସାବଧାନତା ସହ ଲକ୍ଷଣ ଇତିହାସ ରୋଗୀଠାରୁ ସଂଗ୍ରହ କରିବାକୁ ହୁଏ ।

ଲକ୍ଷଣ[ସମ୍ପାଦନା]

ରୋଗୀ ରକ୍ତ ବାନ୍ତି କରେ ।

କାରଣ[ସମ୍ପାଦନା]

ଚିକିତ୍ସା[ସମ୍ପାଦନା]

ରକ୍ତବାନ୍ତି ଏକ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ କରେ । ଅଧିକ ରକ୍ତସ୍ରାବ ହେଲେ ରୋଗୀର ସକ୍ ହୋଇଯିବ ।

ସ୍ୱଳ୍ପ ରକ୍ତ କ୍ଷୟ[ସମ୍ପାଦନା]

ରୋଗୀକୁ ଓମେପ୍ରାଜଲ (a proton pump inhibitor) ଔଷଧ ସାଧାରଣତଃ ଦିଆଯାଏ । ଯଦି ହେମୋଗ୍ଲୋବିନ୍ ସ୍ତର ୮.୦ ଗ୍ରା/ଡେଳିରୁ କମ ଥାଏ, ତେବେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ଓ ଏଣ୍ଡୋସ୍କୋପି ପରୀକ୍ଷା କରିବା ପର୍ଯ୍ୟନ୍ତ ପାଟିବାଟେ ଖାଇବା ବନ୍ଦ କରିଦିଆଯାଏ ।

ଉଲ୍ଲେଖଯୋଗ୍ୟ ରକ୍ତ କ୍ଷୟ[ସମ୍ପାଦନା]

ସକ୍ ଚିକିତ୍ସା କରାଯାଏ, ସାଲାଇନ ଓ ଅନ୍ୟାନ୍ୟ ତରଳ ପଦାର୍ଥ ଓ ରକ୍ତ ଆବଶ୍ୟକ ମତେ ଦିଆଯାଏ । ଆଶୁ ଏଣ୍ଡୋସ୍କୋପି କରାଯାଏ । ରକ୍ତସ୍ରାବ ସ୍ଥାନ ଜଣା ନ ପଡ଼ିଲେ ଲାପାରୋଟୋମି ଅପରେଶନ କରି ରକ୍ତସ୍ରାବ ବନ୍ଦ କରିବା ପଦକ୍ଷେପ ନିଆଯାଏ । ଶ୍ୱାସନଳୀ ଖୋଲା ରଖିବା ନିମନ୍ତେ ଏଣ୍ଡୋଟ୍ରାକିଆଲ ଟ୍ୟୁବ ଦିଆଯାଏ ।

ଅଧିକ ତଥ୍ୟ[ସମ୍ପାଦନା]

ବହିସ୍ଥଃ ଲିଙ୍କ[ସମ୍ପାଦନା]

  • "Vomiting blood". Medical Encyclopedia. University of Maryland Medical Center. 2011. Archived from the original on 2013-05-24. Retrieved 2014-04-26.
  • MedlinePlus Encyclopedia Vomiting blood