ଆନ୍ନାମଲାୟାର ମନ୍ଦିର
ଆନ୍ନାମଲାୟାର ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ତିରୁଭନ୍ନାମଲାଇ ଜିଲ୍ଲା |
Location | |
ସ୍ଥାନ | ତିରୁଭନ୍ନାମଲାଇ |
State | ତାମିଲନାଡୁ |
Country | ଭାରତ |
Architecture | |
Type | ଦ୍ରାବିଡୀୟ |
ତାମିଲନାଡୁର ଆନ୍ନାମଲାଇ ପର୍ବତର ପାଦଦେଶରେ ଅବସ୍ଥିତ ଆନ୍ନାମଲାୟାର ମନ୍ଦିରରେ ପୂଜା ପାଉଛନ୍ତି ଶିବ ଅରୁଣାଚଳଶ୍ୱର ରୂପରେ । ପ୍ରାୟ ୨୫ ଏକର ପରିମିତ ଜମିରେ ଅବସ୍ଥିତ ଏହି ମନ୍ଦିର ଚାରିପଟେ ରହିଛି ଚାରିଟି ପ୍ରବେଶ ଦ୍ୱାର ବା ଗୋପୁରମ । ୨୧୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରର ଅନ୍ୟ ଏକ ଆକର୍ଷଣ ହଜାରେ ସ୍ତମ୍ଭ ବିଶିଷ୍ଟ ହଲ । ରକ୍ତ ବର୍ଣ୍ଣର ପର୍ବତ ଆନ୍ନାମଲାଇ ଶିବଲିଙ୍ଗ ପରିଦେଖାଯାଉଥିବାରୁ ଏହାକୁ ମଧ୍ୟ ପବିତ୍ର ବୋଲି ବିବେଚନା କରାଯାଏ । [୧]
ପୌରାଣିକ
[ସମ୍ପାଦନା]ହିନ୍ଦୁ ପୁରାଣ ଅନୁଯାୟୀ : ଭଗବାନ ଶିବଙ୍କ ଆବାସ କୈଳାସ ପର୍ବତରେ ଦିନେ ପୁଷ୍ପ ଉଦ୍ୟାନରେ କୌତୁକବଶତଃ ମା' ପାର୍ବତୀ ଶିବଙ୍କ ଆଖିକୁ ତାଙ୍କ ହାତରେ ବୁଜିଧରିଥିଲେ । ଈଶ୍ୱରଙ୍କ ପ୍ରମୋଦ ସମୟରେ ଅଳ୍ପକ୍ଷଣ ପାଇଁ ପୃଥିବୀର ସମସ୍ତ ଆଲୋକ ସେଠାରେ କେନ୍ଦ୍ରୀଭୂତ ହୋଇଯାଇଥିଲା । ଏହାର ପରିଣାମରେ ସମଗ୍ର ପୃଥିବୀ ବର୍ଷ ବର୍ଷ ଧରି ଅନ୍ଧକାରାଚ୍ଛନ୍ନ ହୋଇଗଲା । ପୁଣି ଆଲୋକ ଫେରି ପାଇବା ଆଶାରେ ଶିବଭକ୍ତଙ୍କ ପ୍ରାର୍ଥନା କ୍ରମେ ମା' ପାର୍ବତୀ ଶିବଭକ୍ତଙ୍କ ସହ ମିଶି ତପସ୍ୟା କଲେ । ଶିବ ସନ୍ତୁଷ୍ଟ ହୋଇ ଆନ୍ନାମଲାଇ ପର୍ବତ ଶିଖରରେ ଏକ ଆଲୋକ ସ୍ତମ୍ଭ ରୂପରେ ଆବିର୍ଭୂତ ହେଲେ । ପୃଥିବୀ ଆଲୋକିତ ହେଲା । ତାପରେ ସେଠାରେ ସେ ଅର୍ଦ୍ଧନାରୀଶ୍ୱର ରୂପରେ ପୂଜା ପାଇଲେ ।[୧][୨]
ମନ୍ଦିର
[ସମ୍ପାଦନା]ପୂଜା ପଦ୍ଧତି
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]- Tiruvannamalai Annamalaiyar Details Archived 2010-04-19 at the Wayback Machine.