ବ୍ୟବହାରକାରୀଙ୍କ ଆଲୋଚନା:Mohankishan

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ସ୍ଵାଗତ କରୁଛୁ!

ପାଛୋଟା!
ଓଳିଗି, Mohankishan ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିନ୍ହ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୧୨:୪୩, ୩୦ ମାର୍ଚ ୨୦୧୨ (UTC)

ଆପଣ ଉଇକିପିଡ଼ିଆରେ ଲେଖିବାକୁ କିଛି ସହଯୋଗ ଲୋଡୁଛନ୍ତି କି??[ସମ୍ପାଦନା]

କ୍ଲିକ କରି ପ୍ରଶ୍ନଟିଏ ପଚାରନ୍ତୁ
ଆଦରର Mohankishan!,

{{ safesubst:#if: |{{{message}}}| ଆପଣ ଉଇକିପିଡ଼ିଆରେ ଲେଖିବା ବାବଦରେ ଏକ କର୍ମଶାଳାରେ ଯୋଗ ଦେଇଥିଲେ ।

♦ ଯଦି ଆପଣଙ୍କୁ କୌଣସି ପ୍ରକାରର ସହଯୋଗ ଲୋଡ଼ା ତେବେ ଦୟାକରି ଏହି ଲିଙ୍କକୁ ଯାଆନ୍ତୁ: ଚାଟସଭା
ଯଦି ଆପଣ କି ପ୍ରକାରର ପ୍ରସଙ୍ଗ ଲେଖିବେ ତାହା ଜାଣିପାରୁନାହାନ୍ତି ତେବେ ଏଠାରେ ଆପଣଙ୍କ ପାଇଁ ପାଞ୍ଚୋଟି ନମୁନା ରହିଲା: ଅନୁଗୋଳ, ନାଲକୋନଗର, ନାଲକୋ, ଦେଉଳଝରି ଉଷ୍ଣପ୍ରସ୍ରବଣ ଓ [[ବିଜୁ ପଟ୍ଟନାୟକ] ।
♦ ଉପରେ ଥିବା ଲିଙ୍କରେ କ୍ଲିକ କରି ପ୍ରସଙ୍ଗଟି ପଢ଼ନ୍ତୁ, ସେଥିରେ କିଛି ଭୁଲ ଥିଲେ ବାଛନ୍ତୁ, ଏହାକୁ ବଦଳାନ୍ତୁରେ କ୍ଲିକ କରନ୍ତୁ, ତହିଁରେ କିଛି ଉପଯୋଗୀ ତଥ୍ୟ ଯୋଡ଼ନ୍ତୁ ଓ ଏକ ପ୍ରମାଣଯୋଗ୍ୟ ମୂଳ ଆଧାର ଯହିଁରୁ ଆପଣ ସେହି ତଥ୍ୟ ନେଇଛନ୍ତି ତାହାର ବିବରଣୀ ଦିଅନ୍ତୁ ।
♦ ଆପଣ କରିଥିବା ବଦଳର ଏକ ଛୋଟ ସାରକଥା ଦିଅନ୍ତୁ ଓ ସାଇତିବେ ରେ କ୍ଲିକ କରି ଲେଖାଟି ସାଇତନ୍ତୁ ।
ଲେଖି ଚାଲନ୍ତୁ!}}

-- ସୁଭ (ଆଲୋଚନା)