Jump to content

ସୋଡିଅମ ଟେଟ୍ରାଡେସିଲ ସଲଫେଟ

ଉଇକିପିଡ଼ିଆ‌ରୁ
ସୋଡିଅମ ଟେଟ୍ରାଡେସିଲ ସଲଫେଟ
Clinical data
Synonyms7-Ethyl-2-methyl-4-hendecanol sulfate sodium salt
AHFS/Drugs.commonograph
Routes of
administration
Intravenous injection
Legal status
Legal status
  • Prescription only
Identifiers
  • Sodium 7-ethyl-2-methyl-4-undecanyl sulfate
ECHA InfoCard100.004.892 Edit this at Wikidata
Chemical and physical data
FormulaC14H29NaO4S
Molar mass୩୧୬.୪୩ g·mol−1
3D model (JSmol)
  • CCCCC(CC)CCC(CC(C)C)OS(=O)(=O)[O-].[Na+]
  • InChI=1S/C14H30O4S.Na/c1-5-7-8-13(6-2)9-10-14(11-12(3)4)18-19(15,16)17;/h12-14H,5-11H2,1-4H3,(H,15,16,17);/q;+1/p-1 ☒N
  • Key:FVEFRICMTUKAML-UHFFFAOYSA-M ☒N
  (verify)

ସୋଡିଅମ ଟେଟ୍ରାଡେସିଲ ସଲଫେଟ (ଇଂରାଜୀ ଭାଷାରେ Sodium tetradecyl sulfate/ STS ), ସୋଟ୍ରାଡେକଲ୍ ବ୍ରାଣ୍ଡ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଭେରିକୋଜ ଶିରା, ଏସୋଫେଜିଅଲ ଭାରିସେସ୍ ଏବଂ ସ୍ପାଇଡର ଶିରା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ସ୍କ୍ଲେରୋଥେରାପି ନାମରେ ଏକ ଜଣାଶୁଣା ପ୍ରଣାଳୀରେ ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦେଇ ବ୍ୟବହୃତ ହୁଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯନ୍ତ୍ରଣା, ଲାଲିମା, ଫୁଲା, ବର୍ଦ୍ଧିତ ପିଗମେଣ୍ଟେସନ ଏବଂ ଚର୍ମ ଭାଙ୍ଗିବା ଅନ୍ତର୍ଭୁକ୍ତ ।[] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଏମ୍ବୋଲିଜ୍ମ, ଷ୍ଟ୍ରୋକ ଏବଂ ଆନାଫାଇଲାକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ । ଏହା ଏକ ଆୟୋନିକ୍ ସର୍ଫାକ୍ଟାଣ୍ଟ ଏବଂ ଡିଟରଜେଣ୍ଟ ଯାହା ଦେବା ଫଳରେ ପ୍ରଦାହ, ରକ୍ତ ଜମାଟ ବାନ୍ଧିବା ଏବଂ ଶିରାରେ କ୍ଷତ ଚିହ୍ନ ସୃଷ୍ଟି ହୁଏ ଯେଉଁଥିରେ ଇଞ୍ଜେକସନ ଦିଆଯାଏ ।[]

୧୯୪୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସୋଡିୟମ୍ ଟେଟ୍ରାଡେସିଲ୍ ସଲଫେଟ୍ ଅନୁମୋଦିତ ହୋଇଥିଲା ।[] ଏହାର ମୂଲ୍ୟ ଅପେକ୍ଷାକୃତ କମ୍ ଅଟେ | [] ଯୁକ୍ତରାଷ୍ଟ୍ରରେ ୫ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୩୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୩୪ ପାଉଣ୍ଡ ଅଟେ ।[]

  1. ୧.୦ ୧.୧ ୧.୨ Jenkinson HA, Wilmas KM, Silapunt S (November 2017). "Sodium Tetradecyl Sulfate: A Review of Clinical Uses". Dermatologic Surgery. 43 (11): 1313–1320. doi:10.1097/DSS.0000000000001143. PMID 28430735.
  2. ୨.୦ ୨.୧ ୨.୨ ୨.୩ "Sodium Tetradecyl Sulfate Monograph for Professionals". Drugs.com (in ଇଂରାଜୀ). Retrieved 14 October 2021.
  3. "Sodium tetradecyl sulfate Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 14 October 2021.
  4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 248. ISBN 978-0-85711-369-6.{{cite book}}: CS1 maint: date format (link)