ପାଲୋନୋସେଟ୍ରନ
Clinical data | |
---|---|
Pronunciation | /pæləˈnoʊsətrɒn/ pal-ə-NOH-sə-tron |
Trade names | Aloxi |
AHFS/Drugs.com | monograph |
MedlinePlus | a610002 |
data |
|
Pregnancy category |
|
Routes of administration | Intravenous, by mouth |
Legal status | |
Legal status |
|
Pharmacokinetic data | |
Bioavailability | 97% (oral) |
Protein binding | 62% |
Metabolism | Liver, 50% (mostly CYP2D6-mediated, CYP3A4 and CYP1A2 also involved) |
Elimination half-life | Approximately 40–50 hours |
Excretion | Kidney, 80% (of which 49% unchanged); fecal (5 to 8%) |
Identifiers | |
Chemical and physical data | |
Formula | C19H24N2O |
Molar mass | ୨୯୬.୪୧ g·mol−1 |
3D model (JSmol) | |
Specific rotation | [α]D −136° [α]D –94.1° (HCl) |
Melting point | 87 to 88 °C (189 to 190 °F) |
(verify) |
ପାଲୋନୋସେଟ୍ରନ (ଇଂରାଜୀ ଭାଷାରେ Palonosetron), ଆଲୋକ୍ସି ଏହାର ଏକ ବିକ୍ରୟ ନାମ ହେଉଛି ଏକ ଔଷଧ ଯାହାକି କେମୋଥରାପି ଜନିତ ଅଇ ଓ ବାନ୍ତି ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ତଥା ବାନ୍ତିର ପ୍ରତିଷେଧ ପାଇଁ ବ୍ୟବହୃତ ହୁଏ ।[୧] [୨] ବିଳମ୍ବିତ ସିଆଇଏନଭି (CINV)ରେ ପରୀକ୍ଷାମୂଳକ ତଥ୍ୟ ଅଛି ଯାହା ଗ୍ରାନିସେଟ୍ରନ୍ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇପାରେ । ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ବିସ୍ତାର, ମନ୍ଥର ହୃତ୍ସ୍ପନ୍ଦନ, ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ ଏବଂ ଦୁର୍ବଳତା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ନିରାପଦ ମନେହୁଏ, କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୪] ଏହା ଏକ ୫-ଏଚଟି <sub id="mwIA">୩</sub> ବିରୋଧୀ ।[୩]
୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପାଲୋନୋସେଟ୍ରନ୍ ଅନୁମୋଦିତ ହୋଇଥିଲା ।[୨] [୧] ଓନଡାନ୍ସେଟ୍ରନ୍ର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରା ପିଛା ପ୍ରାୟ ୫୫ ପାଉଣ୍ଡ ଖର୍ଚ୍ଚ ହୁଏ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦ ଡଲାର ଅଟେ ।[୬]
ଆଧାର
[ସମ୍ପାଦନା]- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୧.୦ ୧.୧ "Aloxi". Archived from the original on 14 April 2021. Retrieved 25 October 2021.
- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୨.୦ ୨.୧ ୨.୨ ୨.୩ "Palonosetron Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 25 October 2021.
- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୩.୦ ୩.୧ ୩.୨ ୩.୩ BNF 81: March-September 2021. BMJ Group and the Pharmaceutical Press. 2021. p. 456. ISBN 978-0857114105.
- ↑ "Palonosetron (Aloxi) Use During Pregnancy". Drugs.com (in ଇଂରାଜୀ). Archived from the original on 25 November 2020. Retrieved 25 October 2021.
- ↑ World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
- ↑ "Palonosetron Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 25 October 2021.