ଭାଗିରଥୀ ଦାସ (ଲେଖକ)
ଦେଖଣା
ଭାଗିରଥି ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପାଟେଣୀ ଗାଁ, ଜଗତସିଂହପୁର | ୧ ନଭେମ୍ବର ୧୯୩୯
ବୃତ୍ତି | ଗାଳ୍ପିକ, ଔପନ୍ୟାସିକ |
ଭାଷା | ଓଡ଼ିଆ, |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଜୀବନସାଥୀ | ଦେବଯାନୀ ଦାସ |
ସନ୍ତାନ | ଦୁର୍ଗାପ୍ରସାଦ, ବିଥିକା, ଭାରତୀ |
ଭାଗିରଥି ଦାସ, ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଜଣେ ଓଡ଼ିଆ ସାହିତ୍ୟିକ ।[୧] ସେ ଉପନ୍ୟାସ, ନାଟକ, ଗଳ୍ପ ଓ କବିତା ରଚନା ସହିତ ଓଡ଼ିଆ କଥାଚିତ୍ରରେ କାହାଣୀ ମଧ୍ୟ ଲେଖିଛନ୍ତି ।[୨]
ଜୀବନୀ
[ସମ୍ପାଦନା]ଭାଗିରଥି, ୧୯୩୯ ମସିହା ନଭେମ୍ବର ୧ତାରିଖରେ ଜଗତସିଂହପୁର ଜିଲ୍ଲାର ପାଟେଣୀଗାଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବାଉରୀବନ୍ଧୁ ଦାସ ଓ ମାତା ଚମ୍ପାବତୀ ଦାସ । ସେ, ଗ୍ରାମ୍ୟ କୃଷି କର୍ମଚାରୀ ଭାବରେ ଚାକିରି କରି, ଅବସର ଗ୍ରହଣ କରିସାରିଛନ୍ତି ।
ସାହିତ୍ୟ ସାଧନା
[ସମ୍ପାଦନା]୫୦୦ରୁ ଅଧିକ ଉପନ୍ୟାସ, ୨୫ଟି ନାଟକ, ୧୫ଟି କାହାଣୀ, ଏକାଧିକ ଗଳ୍ପର ରଚୟିତା ଭାବେ ଭାଗିରଥି ପରିଚିତ । ସାହିତ୍ୟ ରଚନା ବ୍ୟତିତ ଜଣେ ସାହିତ୍ୟ ସଂଗଠକ ଭାବରେ ମଧ୍ୟ ସେ କାର୍ଯ୍ୟ କରି ଆସୁଛନ୍ତି । ନାଟ୍ୟ ସଂସ୍ଥା ମଞ୍ଚ ମଣିଷ, ଜଗତସିଂହପୁର ସାହିତ୍ୟ ପରିଷଦ, ଜଗତସିଂହପୁର ଜିଲ୍ଲା କଳାବିକାଶ କେନ୍ଦ୍ର, ବଟ ଶ୍ରୀକ୍ଷେତ୍ର ସାଂସ୍କୃତିକ ପରିଷଦ ସହ ସେ ଜଡ଼ିତ ଅଛନ୍ତି ।
ରଚନାବଳୀ
[ସମ୍ପାଦନା]ନାଟକ
[ସମ୍ପାଦନା]- ମୋ ସଂସାର ଭାସିଗଲା
- ଭିନ୍ନ ଏକ ପୃଥିବୀ
- ଚାଲ ଫେରିଯିବା ଶ୍ରୀକ୍ଷେତ୍ର
- ଏଠାରେ ନର୍କକୁ ଟିକେଟ ମିଳେ
- ମୋ ଭଙ୍ଗାଘର କାନ୍ଦୁଛି
- ଜଳୁଛି ଜୀବନ ଜଞ୍ଜାଳ ଜୁଇରେ
- ସେ ଜୁଗର ସତୀ ଏ ଯୁଗରେ ଜଳେ
- ଜିଦରେଖାର ଜାନୁଆରୀ
- ଝଡ଼ଝଞ୍ଜା ଝାମେଳା
- ପ୍ରିୟା ପ୍ରୀତି
- ପ୍ରିୟତମା
- ମୁଁ ଏକ ମାରାତ୍ମକ ମଣିଷ
- ଯାହାକୁ ବିବାହ କଲି ଶାଢ଼ି ଶଙ୍ଖ ଦେଇ
- କାନ୍ଦୁଛି କଙ୍କାଳ
- ଭୋକିଲା ବୁଲେଟ
- ବିଶ୍ୱାସଘାତକ ସଇତାନ
- ପ୍ରତିହିଂସାର ଅଭିନାଦ
- ଜୟ ଶିବ ଶଙ୍କର
- ସ୍ୱାମୀ ଥାଇ ସ୍ତ୍ରୀ ବିଧବା
- ପଥର ହେଲ କି ପ୍ରଭୃ
- ଭାଇ ନୁହେଁ ଭଗବାନ
- ମାଆର ମମତା
ଉପନ୍ୟାସ
[ସମ୍ପାଦନା]- ନାରୀ ନଦୀ ନିଆଁ
- ଅବାଞ୍ଚିତ ଅତିଥି
- ପର ଝିଅ ନୁହେଁ ପଚା ପରିବା
- ଝିଅ ନୁହେଁ ଜଳିବା ପାଇଁ
- ଦୁହିତା ଦୁଇ କୂଳକୁ ହିତା
- ବାପାର ଋଣ ସୁଝିବ କିଏ
- ଧର୍ମ ଥିଲେ ବୁଝିବ
- ବାପଠାରୁ ବନ୍ଧୁ ନାହିଁ
- ହସ କାଳର ଦୁନିଆଁ
- ମଙ୍ଗଳ ମହୁରୀ
- କନ୍ୟାଦାନ ମହାପୁଣ୍ୟ
- ସେ ନାରୀ ମୋର ନମସ୍ୟା
- ବୋହୁ ନ ବାଛିବ ରୂପର
- ଆଶା ବୈତରଣୀ
- ଦୁଃଖ ଦରିଆ
- ଜୀବନ ଜଞ୍ଜାଳ କେତେ
- ମିଛ ମାୟା ସଂସାର
- ଜଳେ ଜୀବନ
- ସେଇମନ ସେଇ ଅନୁଭବ
- ନାୟିକା ଆମ ସମୟର
- ଅଛୁଆଁ ହେଲେ ବି ମଣିଷ
- ପିତା ପରମେଶ୍ୱର ପତି ଈଶ୍ୱର
- ଅଫେରା ଅତୀତ
- କାମନାର କାରାଗାର
- ଚାକର ହେଲେବି ମଣିଷ
- ତୋତେ ବେଦୀରେ ବସେଇ ଦେବି ନାହିଁ
- କାହିଁକି ଆସିଛୁ ମନ
କଥାଚିତ୍ର କାହାଣୀ
[ସମ୍ପାଦନା]ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା
- ଭୁବନେଶ୍ୱର ପଞ୍ଚସଖା ଯାତ୍ରା ଏକାଡେମୀ ସମ୍ମାନ
- କାଦମ୍ବିନୀ ସାରସ୍ୱତ ସମ୍ମାନ[୪]
- ଗଣକବି ସମ୍ମାନ
- ଅକ୍ଷୟ ସାହିତ୍ୟ ସମ୍ମାନ - ୨୦୧୬[୫]
- ବିଷୁବ ସମ୍ମାନ
- ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ସମ୍ମାନhttp://web.archive.org/save/http://odishanewsnitidin.com/index.php?ID=20&PubId=4&schedule=2019-11-15&PageId=68815&PageNum=9
ଆଧାର
[ସମ୍ପାଦନା]- ↑ Orissa General Knowledge. Bright Publications. pp. 92–. ISBN 978-81-7199-574-5.
- ↑ http://sarbasadharana.com/?p=29262[permanent dead link]
- ↑ "ସଫଳ ସାରସ୍ୱତ ସାଧକ ଭାଗିରଥି". ପ୍ରମେୟ ୧୩/୧୧/୨୦୧୬ ପୃଷ୍ଠା ୩୪.
{{cite news}}
:|access-date=
requires|url=
(help) - ↑ http://www.dailypioneer.com/state-editions/bhubaneswar/kadambini-national-writers-meet-organised-at-kiit.html
- ↑ http://www.odisha360.com/2016/10/09/durga-puja-pandal-at-rasulgarh-bhubaneswar-2/
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭାଗିରଥୀ ଦାସ