ଉମେଶ ଚନ୍ଦ୍ର ସ୍ୱାଇଁ

ଉଇକିପିଡ଼ିଆ‌ରୁ
ଉମେଶ ଚନ୍ଦ୍ର ସ୍ୱାଇଁ
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀଲଲାଟେନ୍ଦୁ ମହାପାତ୍ର
ନିର୍ବାଚନ ମଣ୍ଡଳୀବାଲିକୁଦା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଜ୍ୟୋତିଶ ଚନ୍ଦ୍ର ଦାସ
ପର ଅଧିକାରୀଲଲାଟେନ୍ଦୁ ମହାପାତ୍ର
ନିର୍ବାଚନ ମଣ୍ଡଳୀବାଲିକୁଦା
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀବାସୁଦେବ ମହାପାତ୍ର
ପର ଅଧିକାରୀବାସୁଦେବ ମହାପାତ୍ର
ନିର୍ବାଚନ ମଣ୍ଡଳୀବାଲିକୁଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1948-11-15)୧୫ ନଭେମ୍ବର ୧୯୪୮
ମୃତ୍ୟୁ୧୭ ନଭେମ୍ବର ୨୦୨୧(2021-11-17) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ, ଜନତ ଦଳ, ଜନତା ପାର୍ଟି
ବାପା/ବୋଉକାର୍ତ୍ତିକ ଚନ୍ଦ୍ର ସ୍ୱାଇଁ (ବାପା)
ବୃତ୍ତିରାଜନୀତିଜ୍ଞ

ଉମେଶ ଚନ୍ଦ୍ର ସ୍ୱାଇଁ (୧୫ ନଭେମ୍ବର ୧୯୪୮ - ୧୭ ନଭେମ୍ବର ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଥିଲେ । ୧୯୭୭, ୧୯୯୦, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୧୦ମ, ୧୨ଶ, ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଉମେଶ ଚନ୍ଦ୍ର ସ୍ୱାଇଁ ୧୯୪୮ ମସିହାର ନଭେମ୍ବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଉମେଶ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସ, ଜନତା ପାର୍ଟିଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ୨୦୧୪ ମସିହାରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ ଓ ନିର୍ବାଚନ ନଲଢ଼ି ଦଳ ପାଇଁ ପ୍ରଚାର କରିଥିଲେ ।[୨] ସେ ଛାତ୍ର ରାଜନୀତିରେ ପ୍ରବେଶ କରି ମଧୁସୂଦନ ଆଇନ କଲେଜରେ ଛାତ୍ର ସଂସଦ ସଭାପତି ରୂପେ ନିର୍ବାଚିତ ହୋଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଥିଲେ ।[୧][୪]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ବାଲିକୁଦା ଜନତା ପାର୍ଟି
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ବାଲିକୁଦା ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ବାଲିକୁଦା ଭାରତୀୟ ଜାତୀୟ କଂଗ୍ରେସ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ବାଲିକୁଦା ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ଉମେଶ ଚନ୍ଦ୍ର ସ୍ୱାଇଁ ୨୦୨୧ ମସିହାର ନଭେମ୍ବର ୧୭ ତାରିଖରେ ହୃଦ୍‌ଘାତରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ ।[୫] ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Umesh Chandra Swain". odishaassembly.nic.in. Odisha Assembly. Retrieved 14 May 2022.
  2. Otv, News Desk. "ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ". ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ. Archived from the original on 2022-05-14. Retrieved 2022-05-14. {{cite web}}: |archive-date= / |archive-url= timestamp mismatch; 2021-11-17 suggested (help)
  3. "ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ". KNews Odisha (in ଆମେରିକୀୟ ଇଂରାଜୀ). 2021-11-17. Archived from the original on 2022-05-14. Retrieved 2022-05-14. {{cite web}}: |archive-date= / |archive-url= timestamp mismatch; 2021-11-17 suggested (help)
  4. "ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ | Sambad" (in ଆମେରିକୀୟ ଇଂରାଜୀ). 2021-11-17. Archived from the original on 2022-05-14. Retrieved 2022-05-14. {{cite web}}: |archive-date= / |archive-url= timestamp mismatch; 2021-11-17 suggested (help)
  5. Otv, News Desk. "Ex-Odisha Lawmaker Umesh Swain No More | Odisha News". Ex-Odisha Lawmaker Umesh Swain No More | Odisha News (in ଇଂରାଜୀ). Archived from the original on 2022-05-14. Retrieved 2022-05-14. {{cite web}}: |archive-date= / |archive-url= timestamp mismatch; 2022-04-03 suggested (help)