ଜ୍ୟୋତିଷ ଚନ୍ଦ୍ର ଦାସ
Appearance
(ଜ୍ୟୋତିଶ ଚନ୍ଦ୍ର ଦାସରୁ ଲେଉଟି ଆସିଛି)
ଜ୍ୟୋତିଷ ଚନ୍ଦ୍ର ଦାସ | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ବାସୁଦେବ ମହାପାତ୍ର |
ପର ଅଧିକାରୀ | ଉମେଶ ଚନ୍ଦ୍ର ସ୍ୱାଇଁ |
ନିର୍ବାଚନ ମଣ୍ଡଳୀ | ବାଲିକୁଦା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୫ ଫେବୃଆରୀ ୧୯୫୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଲିପ୍ସା ଦାସ |
ବାପା/ବୋଉ | ନୃସିଂହ ଚରଣ ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜ୍ୟୋତିଷ ଚନ୍ଦ୍ର ଦାସ (ଜନ୍ମ: ୨୫ ଫେବୃଆରୀ ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଜ୍ୟୋତିଷ ଚନ୍ଦ୍ର ଦାସ ୧୯୫୪ ମସିହାର ଫେବୃଆରୀ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୃସିଂହ ଚରଣ ଦାସ ଓ ପତ୍ନୀଙ୍କ ନାମ ଲିପ୍ସା ଦାସ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଜ୍ୟୋତିଷ ଚନ୍ଦ୍ର ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Jyotish Chandra Das". odishaassembly.nic.in. Odisha Assembly. Retrieved 11 May 2022.