ମହାନନ୍ଦ ବାହାଦୁର

ଉଇକିପିଡ଼ିଆ‌ରୁ
ମହାନନ୍ଦ ବାହାଦୁର
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀତୀର୍ଥବାସୀ ପ୍ରଧାନ
ପର ଅଧିକାରୀଗଣନାଥ ପ୍ରଧାନ
ନିର୍ବାଚନ ମଣ୍ଡଳୀବରଗଡ଼
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୯୭୬
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀମୈଦେଇ ମହାନନ୍ଦ
ବାପା/ବୋଉମହେଶ୍ୱର ମହାନନ୍ଦ (ବାପା‌)
ବୃତ୍ତିରାଜନୀତିଜ୍ଞ

ମହାନନ୍ଦ ବାହାଦୁର (ମୃତ୍ୟୁ: ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ମହାନନ୍ଦ ବାହାଦୁରଙ୍କ ବାପାଙ୍କ ନାମ ମହେଶ୍ୱର ମହାନନ୍ଦ ଏବଂ ପତ୍ନୀଙ୍କ ନାମ ମୈଦେଇ ମହାନନ୍ଦ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ମହାନନ୍ଦ ବାହାଦୁର ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ମହାନନ୍ଦ ବାହାଦୁର ୧୯୭୬ ମସିହାରେ ମୃତ୍ୟୁବରଣ କରିଥିଲେ । ୧୫ ସେପ୍ଟେମ୍ବର ୧୯୭୬ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Mahananda Bahadur". odishaassembly.nic.in. Odisha Assembly. Retrieved 21 October 2021.