କିରଣ ଚନ୍ଦ୍ର ସିଂହ ଦେଓ

ଉଇକିପିଡ଼ିଆ‌ରୁ
କିରଣ ଚନ୍ଦ୍ର ସିଂହ ଦେଓ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଭୂପିନ୍ଦର ସିଂହ
ପର ଅଧିକାରୀଭୂପିନ୍ଦର ସିଂହ
ନିର୍ବାଚନ ମଣ୍ଡଳୀକେସିଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-03-19)୧୯ ମାର୍ଚ୍ଚ ୧୯୩୦
ମୃତ୍ୟୁ୩ ଡିସେମ୍ବର ୨୦୧୧(2011-12-03) (ବୟସ ୮୧)
ପୁରୁଲିଆ, ପଶ୍ଚିମ ବଙ୍ଗ
ମୃତ୍ୟୁର କାରଣହୃଦଘାତ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀସୁଶୀଳା ସିଂହ ଦେଓ
ବାପା/ବୋଉମଦନ ମୋହନ ସିଂହ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

କିରଣ ଚନ୍ଦ୍ର ସିଂହ ଦେଓ (୯ ମାର୍ଚ୍ଚ ୧୯୩୦ - ୩ ଡିସେମ୍ବର ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କିରଣ ଚନ୍ଦ୍ର ସିଂହ ଦେଓ ୧୯୩୦ ମସିହାର ମାର୍ଚ୍ଚ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଦନ ମୋହନ ସିଂହ ଦେଓ ଓ ପତ୍ନୀଙ୍କ ନାମ ସୁଶୀଳା ସିଂହ ଦେଓ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

କିରଣ ଚନ୍ଦ୍ର ସିଂହ ଦେଓ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳରେ ଏବଂ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ୧୯୯୭ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ବିଜେଡିର କଳାହାଣ୍ଡି ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୨] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧] ୧୯୯୧ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ମନ୍ତ୍ରୀ ଭାବରେ ୧୦ମ ଓଡ଼ିଶା ବିଧାନ ସଭାରେ ବିଜୁ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରିଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

୨୦୧୧ ମସିହାର ଡିସେମ୍ବର ୩ ତାରିଖରେ ସେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିବାବେଳେ ହୃଦ୍‌ଘାତରେ ମୃତ୍ୟବରଣ କରିଥିଲେ ।[୪] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Kiran Chandra Singh Deo". odishaassembly.nic.in. Odisha Assembly. Retrieved 3 June 2021.
  2. "Kiran Singhdeo passes away". The New Indian Express (in English). Bhawanipatna. 4 December 2011. Retrieved 3 June 2021.{{cite news}}: CS1 maint: unrecognized language (link)
  3. "Former Odisha Minister Kiran Chandra Singh Deo Dead". Outlook India (in English). Bhawanipatna. 4 DECEMBER 2011. Retrieved 3 June 2021. {{cite news}}: Check date values in: |date= (help)CS1 maint: unrecognized language (link)
  4. Pradhan, Ashok (4 December 2011). "Former Odisha minister Kiran Chandra Singhdeo died of heart attack at Purulia in West Bengal on Saturday. The leader from Kalahandi district had been to the neighbouring state to attend a wedding, family sources said. - Times of India". The Times of India (in English). Retrieved 3 June 2021.{{cite news}}: CS1 maint: unrecognized language (link)