ନାଗି ରେଡ୍ଡୀ ନାରାୟଣ ରେଡ୍ଡୀ

ଉଇକିପିଡ଼ିଆ‌ରୁ
ନାଗି ରେଡ୍ଡୀ ନାରାୟଣ ରେଡ୍ଡୀ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀରାମଚନ୍ଦ୍ର ପଣ୍ଡା
ପର ଅଧିକାରୀଆଦିକନ୍ଦ ସେଠୀ
ନିର୍ବାଚନ ମଣ୍ଡଳୀଛତ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-04-01) ୧ ଅପ୍ରେଲ ୧୯୫୫ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀଏନ୍. ଭାନୁ
ବାପା/ବୋଉଏନ୍. ପୋଲେୟା ରେଡ୍ଡୀ (ବାପା)
ବୃତ୍ତିରାଜନୀତିଜ୍ଞ

ନାଗି ରେଡ୍ଡୀ ନାରାୟଣ ରେଡ୍ଡୀ (ଜନ୍ମ: ୧ ଅପ୍ରେଲ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ ପରିବାର ଓ ଶିକ୍ଷା[ସମ୍ପାଦନା]

ନାରାୟଣ ରେଡ୍ଡୀ ୧୯୫୫ ମସିହାର ଅପ୍ରେଲ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଏନ୍. ପୋଲେୟା ରେଡ୍ଡୀ ଓ ପତ୍ନୀଙ୍କ ନାମ ଏନ୍. ଭାନୁ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନାରାୟଣ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Nagireddi Narayan Reddy". odishaassembly.nic.in. Odisha Assembly. Retrieved 15 December 2020.