ଭବାନୀ ଶଙ୍କର ଭୋଇ

ଉଇକିପିଡ଼ିଆ‌ରୁ
ଭବାନୀ ଶଙ୍କର ଭୋଇ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀପ୍ରଫୁଲ୍ଲ ମାଝୀ
ନିର୍ବାଚନ ମଣ୍ଡଳୀତଳସରା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1980-04-25) ୨୫ ଅପ୍ରେଲ ୧୯୮୦ (ବୟସ ୪୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଲତିକା ସା
ବାପା/ବୋଉପରମେଶ୍ୱର ଭୋଇ (ବାପା)
ବୃତ୍ତିରାଜନୀତିଜ୍ଞ

ଭବାନୀ ଶଙ୍କର ଭୋଇ (ଜନ୍ମ: ୨୫ ଅପ୍ରେଲ ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭବାନୀ ଶଙ୍କର ଭୋଇ ୧୯୮୦ ମସିହାର ଅପ୍ରେଲ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପରମେଶ୍ୱର ଭୋଇ ଓ ପତ୍ନୀଙ୍କ ନାମ ଲତିକା ସା । ତାଙ୍କର ଶିକ୍ଷାଗତ ଯୋଗ୍ୟତା +୨ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭବାନୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Bhabani Shankar Bhoi". odishaassembly.nic.in. Odisha Assembly. Retrieved 5 October 2020. {{cite web}}: Cite has empty unknown parameter: |dead-url= (help)

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Bhabani Shankar Bhoi-ସମ୍ପର୍କିତ ମିଡ଼ିଆ