Jump to content

ପ୍ରମୋଦ କୁମାର ଶତପଥୀ

ଉଇକିପିଡ଼ିଆ‌ରୁ
ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ

ପ୍ରମୋଦ କୁମାର ଶତପଥୀ

ଅଶୋକ ଚକ୍ର
ଶ୍ରୀମତି ଅମିତା ଶତପଥୀ, ରାଷ୍ଟ୍ରପତି ଶ୍ରୀମତି ପ୍ରତିଭା ଶତପଥୀଙ୍କଠାରୁ ସ୍ୱାମୀ ପ୍ରମୋଦ କୁମାର ଶତପଥୀଙ୍କ ପାଇଁ ୨୦୦୯ ମସିହା ଗଣତନ୍ତ୍ର ଦିବସ ପାରେଡ଼ରେ ଅଶୋକ ଚକ୍ର ପୁରସ୍କାର ଗ୍ରହଣ କରିଥିଲେ ।
ଜନ୍ମ
ମୃତ୍ୟୁ୧୫ ଫେବୃଆରୀ ୨୦୦୮(୨୦୦୮-୦୨-୧୫)
ପୁରସ୍କାରଅଶୋକ ଚକ୍ର ୨୦୦୯
Police career
Allegiance India
Rankଆସିଷ୍ଟାଣ୍ଡ କମାଣ୍ଡାଣ୍ଟ

ପ୍ରମୋଦ କୁମାର ଶତପଥୀ, ଜଣେ ଅଶୋକ ଚକ୍ର ବିଜେତା ପୋଲିସ ଅଧିକାରୀ ଥିଲେ । ସେ ଓଡ଼ିଶା ପୋଲିସ ଅଧିନରେ ଥିବା ଓଡ଼ିଶା ସ୍ପେସିଆଲ ଆର୍ମଡ଼ ଫୋର୍ସ ପୋଲିସର ସ୍ପେସିଆଲ ଅପରେସନ ଗ୍ରୁପରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଥିଲେ ।[] ୨୦୦୯ରେ ତାଙ୍କ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[]

ବୀରତାପୂର୍ଣ୍ଣ କାର୍ଯ୍ୟ

[ସମ୍ପାଦନା]

୨୦୦୮ ମସିହା ଫେବୃଆରୀ ୧୫ ତାରିଖରେ, ୫୦୦ ଜଣ ସଶସ୍ତ୍ର ନକ୍ସଲ ପୋଲିସ ଉପରେ ଆକ୍ରମଣ କରିଥିଲେ । ସେହି ଆକ୍ରମଣକାରୀ ନକ୍ସଲମାନେ ନୟାଗଡ଼ ଜିଲ୍ଲାର ଜଙ୍ଗଲରେ ଲୁଚିଥିବା ଖବର ପାଇଥିଲେ ପ୍ରମୋଦ । ସେ ନିଜ ସହିତ ୨୦ଜଣ ପୋଲିସ କର୍ମୀଙ୍କୁ ସାଥିରେ ନେଇ ସେହି ନକ୍ସଲମାନଙ୍କ ଉପରେ ଆକ୍ରମଣ କରିଥିଲେ । ନକ୍ସଲମାନଙ୍କ ସହିତ ଏହି ଯୁଦ୍ଧର ନେତୃତ୍ୱ ନେଇଥିଲେ ପ୍ରମୋଦ । ଏହି ଯୁଦ୍ଧରେ ପ୍ରମୋଦ ସହିଦ ହୋଇଥିଲେ ।[]

ଅଶୋକ ଚକ୍ର ସମ୍ମାନ

[ସମ୍ପାଦନା]

ପ୍ରମୋଦଙ୍କର ଏହି ବୀରତାପୂର୍ଣ୍ନ କାର୍ଯ୍ୟପାଇଁ ୨୦୦୯ ମସିହା ସାଧାରଣତନ୍ତ୍ର ଦିବସ (ଭାରତ) ଦିବସରେ ରାଷ୍ଟ୍ରପତି ପ୍ରତିଭା ପାଟିଲ, ତାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରିଥିଲେ ।[]

  1. Rashmi Aggarwal (2011-01-01). Ashoka Chakra Recipients. Prabhat Prakashan. pp. 134–.
  2. Muktikanta Mohanty (February 2010). Macmillan's General Knowledge Manual 2010. Macmillan Publishers India Limited. pp. 352–. ISBN 978-0-230-32874-7.
  3. "Ashoka Chakra awardees and their saga of gallantry". PIB, Government of India.
  4. "Posthumous honour for top police official". The Hindu. Retrieved 16 March 2018.