ବ୍ୟବହାରକାରୀଙ୍କ ଆଲୋଚନା:Durga Soren
ଆଦରର Durga Soren,
ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ମୁଁ ଆଶା କରୁଛି ଆପଣଙ୍କୁ ଏହି ଜ୍ଞାନକୋଷ ବ୍ୟବହାର କରିବାକୁ ସୁବିଧାଜନକ ହେବ ଓ ଏଠାରେ ପ୍ରସଙ୍ଗମାନ ସମ୍ପାଦନା କରି ଆପଣ ଆନନ୍ଦିତ ହେବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବେ:
- ଉଇକିପିଡ଼ିଆର ପାଞ୍ଚଟି ସ୍ତମ୍ବ
- ଓଡ଼ିଆ ଉଇକିପିଡ଼ିଆ କିପରି ବ୍ୟବହାର କରିବେ
- ପୃଷ୍ଠାଟିଏ କେମିତି ବଦଳାଇବେ ଓ ପ୍ରସଙ୍ଗସମୂହ କିପରି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ଲିଖନ ଶୈଳୀ
ଯଦି ଆପଣ ଉଇକିପିଡ଼ିଆରେ କିପରି ଲେଖିବେ ତାହା ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ । ଆପଣ ଏକ ପ୍ରସଙ୍ଗ ବାବଦରେ କିଛି ଆଲୋଚନା କରିବାକୁ ଚାହିଁଲେ ସେହି ପ୍ରସଙ୍ଗର "ଆଲୋଚନା" ପୃଷ୍ଠାକୁ ଯାଇ ସେଠି ନିଜ ମତାମତ ପରେ ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏହା ଆପଣଙ୍କ ନାମ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସହଯୋଗ ଲୋଡ଼ା ପଡ଼ିଲେ, ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ଏହି ପୃଷ୍ଠାରେ ପ୍ରଶ୍ନ ଆଗରୁ ଏଇ କୋଡ଼ {{help me}}
ନକଲ କରି ପକାଇଦିଅନ୍ତୁ ।
--ସୁଭ (ଆଳାପ) ୧୧:୧୮, ୨୬ ଫେବୃଆରୀ ୨୦୨୦ (IST)
ସୁଭାଷିଶ ଭାଈ ଧନ୍ୟବାଦ ଆପଣ ମୋତେ ଓଡିଆ ଇଉକିପିଡିଆ ରେ ସ୍ୱାଗତ କରିଥିବାରୁ...
ଆପଣଙ୍କ ନୁତନ ଲେଖା ବାବଦରେ
[ସମ୍ପାଦନା]ନମସ୍କାର ଆଜ୍ଞା, ଆପଣ ୨୭ ତାରିଖରେ ତିଆରି କରିଥିବା ଲେଖା ଗୁଡ଼ିକରେ କିଛି ତଥ୍ୟ ଯୋଡ଼ିବାକୁ ଅନୁରୋଧ, ନହେଲେ ଲିଭାଇଦିଆଯିବ । ତିନୋଟି ଲେଖା ଲିଭା ସରିଛି, ବାକି ଗୁଡ଼ିକୁ ଠିକ କରିବେ । ସିଧାସଳଖ ଇଂରାଜୀ ଉଇକିପିଡ଼ିଆରୁ କପି କରନ୍ତୁନାହିଁ, କପି କଲେ ଓଡ଼ିଆକୁ ଅନୁବାଦ କରନ୍ତୁ । -- ଅଂଶୁମାନ ବାଡ଼େଇବେ! ୧୮:୧୮, ୧ ମାର୍ଚ୍ଚ ୨୦୨୦ (IST)