ଜୟରାମ ପାଙ୍ଗୀ
ଦେଖଣା
ଜୟରାମ ପାଙ୍ଗୀ | |
---|---|
ସଦସ୍ୟ: ୧୫ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ଗିରିଧର ଗମାଙ୍ଗ |
ପର ଅଧିକାରୀ | ଝିନ୍ନ ହିକ୍କା |
ନିର୍ବାଚନ ମଣ୍ଡଳୀ | କୋରାପୁଟ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ଅଗଷ୍ଟ ୧୯୫୫ |
ଜାତୀୟତା | ଭାରତୀୟ |
ଜୟରାମ ପାଙ୍ଗୀ (ଜନ୍ମ: ୧୬ ଅଗଷ୍ଟ ୧୯୫୫[୧]) ଜଣେ ଭାରତୀୟ ରଜାନୀତିଜ୍ଞ । ସେ ୯ ମଇ ୨୦୧୭ରେ ବିଜୁ ଜନତା ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ୧୯୭୭ ମସିହାରେ ପ୍ରଥମେ ପଟ୍ଟାଙ୍ଗିରୁ ଜନତା ଦଳର ପ୍ରତିନିଧି ଭାବରେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ୧୯୯୦ରେ ଜନତା ଦଳରୁ ଏବଂ ୨୦୦୦ ମସିହା ଓ ୨୦୦୪ରେ ବିଜୁ ଜନତା ଦଳର ପ୍ରତିନିଧ ଭାବରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ସେ ବିଜୁ ଜନତା ଦଳର ପ୍ରତିନିଧ ଭାବରେ କୋରାପୁଟରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଆଧାର
[ସମ୍ପାଦନା]- ↑ "MLA Jayaram Pangi Profile | POTTANGI Constituency". naveenpatnaik.com. Archived from the original on 26 October 2017. Retrieved 30 December 2018.
- ↑ "Profile of Members". Government of India. Retrieved 11 March 2012.