ମନ୍ୱୀ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Manvi
town
Country India
StateKarnataka
DistrictRaichur district
Lok Sabha ConstituencyRaichur
Area
 • ସମୁଦାୟ10 km2 (4 sq mi)
Elevation
361 m (1,184 ft)
Population
 (2001)
 • Total୪୬,୪୬୫
 • Density3,761.3/km2 (9,742/sq mi)
Languages
 • OfficialKannada
Time zoneUTC+5:30 (IST)
PIN
584 123
Telephone code08538
ଯାନବାହାନ ପଞ୍ଚୀକରଣKA-36
Websitewww.manvitown.gov.in


ମନ୍ୱୀ ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ରଇଚୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମନ୍ୱୀ ୧୫.୯୮୯୫ ଉତ୍ତର ଅକ୍ଷାଂଶ ଓ ୭୭.୦୫୦୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୦୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମନ୍ୱୀ ସହରର ମୋଟ ଜନସଂଖ୍ୟା ୩୭୫୫୫ ଅଟେ ।[୨] ସେଥି ମଧ୍ୟରୁ ୫୦.୭୯% ଜଣ ପରୁଷ ହୋଇଥିବା ବେଳେ ୪୯.୨୧% ଜଣ ନାରୀ ଅଟନ୍ତି । ମନ୍ୱୀର ସାକ୍ଷରତା ହାର ୪୬.୬୯% ଅଟେ । ଏହା ଜାତୀୟ ହାରଠାରୁ ୧୮.୧୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୭.୬୯% ପ୍ରତିଶତ ପୁରୁଷ ଓ ୧୯.୦୦% ନାରୀ ଅଟନ୍ତି । ୧୭.୨୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

କନ୍ନଡ ମନ୍ୱୀର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]