ମନ୍ୱୀ
ଦେଖଣା
Manvi | |
|---|---|
town | |
| Country | |
| State | Karnataka |
| District | Raichur district |
| Lok Sabha Constituency | Raichur |
| Area | |
| • ସମୁଦାୟ | 10 km2 (4 sq mi) |
| Elevation | 361 m (1,184 ft) |
| Population (2001) | |
| • Total | ୪୬,୪୬୫ |
| • Density | 3,761.3/km2 (9,742/sq mi) |
| Languages | |
| • Official | Kannada |
| Time zone | UTC+5:30 (IST) |
| PIN | 584 123 |
| Telephone code | 08538 |
| ଯାନବାହାନ ପଞ୍ଚୀକରଣ | KA-36 |
| Website | www.manvitown.gov.in |
ମନ୍ୱୀ ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ରଇଚୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମନ୍ୱୀ ୧୫.୯୮୯୫ ଉତ୍ତର ଅକ୍ଷାଂଶ ଓ ୭୭.୦୫୦୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୦୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମନ୍ୱୀ ସହରର ମୋଟ ଜନସଂଖ୍ୟା ୩୭୫୫୫ ଅଟେ ।[୨] ସେଥି ମଧ୍ୟରୁ ୫୦.୭୯% ଜଣ ପରୁଷ ହୋଇଥିବା ବେଳେ ୪୯.୨୧% ଜଣ ନାରୀ ଅଟନ୍ତି । ମନ୍ୱୀର ସାକ୍ଷରତା ହାର ୪୬.୬୯% ଅଟେ । ଏହା ଜାତୀୟ ହାରଠାରୁ ୧୮.୧୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୭.୬୯% ପ୍ରତିଶତ ପୁରୁଷ ଓ ୧୯.୦୦% ନାରୀ ଅଟନ୍ତି । ୧୭.୨୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]କନ୍ନଡ ମନ୍ୱୀର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.