ଆର୍ଟେସୁନେଟ/ପାଇରୋନାରିଡିନ
Combination of | |
---|---|
Artesunate | Antimalarial |
Pyronaridine | Antimalarial |
Clinical data | |
Trade names | Pyramax[୨] |
Synonyms | Artesunate/pyronaridine tetraphosphate[୨] |
Routes of administration | By mouth[୧] |
ATC code |
ଆର୍ଟେସୁନେଟ/ପାଇରୋନାରିଡିନ (ଇଂରାଜୀ ଭାଷାରେ Artesunate/pyronaridine, ଏକ ବିକ୍ରୟ ନାମ ପାଇରାମାକ୍ସ/ Pyramax) ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯାହା ମ୍ୟାଲେରିଆ ରୋଗର ଚିକିତ୍ସାର ଚିକିତ୍ସାରେ ଦିଆଯାଏ ।[୩][୨] ଉଭୟ ପି ଫାଲସିପାରମ (P. falciparum) ଓ ପି ଭାଇଭାକ୍ସ (P. vivax) ଧରଣର ରୋଗ ନିମନ୍ତେ ଏହା ଦିଆଯାଏ ।[୨] ଆର୍ଟେସୁନେଟ ଓ ପାଇରୋନାରିଡିନ (pyronaridine) ଔଷଧ ଦ୍ୱୟକୁ ମିଶାଇ ଏହି ଔଷଧ ପ୍ରସ୍ତୁତ କରାଯାଇଛି ।[୩] ଏହି ଔଷଧକୁ ପାଟିରେ ଦିଆଯାଏ ।[୧]
ଶରୀର ଏହ ଔଷଧକୁ ସହନ କରିପାରେ ।[୨] ପାର୍ଶ ପ୍ରତିକ୍ରିୟରେ ମୁଣ୍ଡ ବିନ୍ଧା, ବାନ୍ତି (vomiting), ବା କାଶ (cough) ହୋଇପାରେ ।[୨] ସାଂଘାତିକ ଯକୃଟ ରୋଗ (liver disease) ରୋଗ ବା ବୃକ୍କ ରୋଗରେ en:kidney disease ଏହି ଔଷଧ ଦେବାକୁ ବାରଣ କରାଯାଏ ।[୧] ପ୍ରାକ୍ ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ ।[୧] କିନ୍ତୁ ମାତାର ପ୍ରାଣ ରକ୍ଷା ନିମନ୍ତେ ନିତାନ୍ତ ଆବଶ୍ୟକ ହେଲେ ଏହା ଦିଆଯାଇପାରେ ।[୧] ଦୁଇ ଔଷଧର କାର୍ଯ୍ୟବିଧି ପୃଥକ ଥାଏ ।[୧]
ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସନ ୨୦୧୦ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷ ଡୋଜର କ୍ରୟ ମୂଲ୍ୟ ୨.୧୮ ଆମେରିକୀୟ ଡଲାର ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Pyramax 180 mg/60 mg Film-coated tablet" (PDF). EMA. Archived from the original (PDF) on 14 December 2017. Retrieved 13 December 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Application for inclusion in the WHO Model List of essential medicines" (PDF). WHO. Nov 2010. Retrieved 29 June 2017.
- ↑ ୩.୦ ୩.୧ ୩.୨ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.