ଆଲୋଚନା:ଭାରତରେ ଟ୍ରାଫିକ ଚିହ୍ନ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଟ୍ରାଫିକ୍ ଚିହ୍ନ ଭାରତରେଭାରତର ଟ୍ରାଫିକ ଚିହ୍ନସୁବାସ ସାର, ଏ ଲେଖାଟି ଆରମ୍ଭ କରି ଏକ ବହୁ ଉପଦେୟ ବିଷୟ ଆରମ୍ଭ କରିଛନ୍ତି । ତେବେ ଏହାର ନାମ ଓଡ଼ିଆ ବାକ୍ୟଗଠନ ଶୈଳୀରେ "ଭାରତର ଟ୍ରାଫିକ ଚିହ୍ନ" ହେଲେ ଠିକ ଲାଗିବ ବୋଲି ଭାବୁଛି । କାରଣ "ଟ୍ରାଫିକ ଚିହ୍ନ ଭାରତରେ" ମୂଳ ଇଂରାଜୀ "Traffic signs in India"ର ଶବ୍ଦରୁ-ଶବ୍ଦ ଅନୁବାଦ ଭଳି ଲାଗୁଛି ଓ ଓଡ଼ିଆ ବ୍ୟାକରଣ ଅନୁସାରେ ଏଭଳି ଲେଖିବା ଦେଖାଯାଏ ନାହିଁ । ତେଣୁ ନାମଟି ବଦଳାଇବା ପାଇଁ ଅନୁରୋଧ । --ସୁଭାସିସ ପାଣିଗାହି (ଆଳାପ) ୨୨:୧୨, ୨୯ ମଇ ୨୦୧୬ (IST)[reply]

ସୁଭାସିସ ପାଣିଗାହି, ଏହି ଶୀର୍ଷକ ଦେବାବେଳେ ବ‌ହୁତ ଭାବି ଚିନ୍ତି ଦେଇଥିଲି । ଜଣେ ଲୋକ ଏହି ବିଷୟଟି ଖୋଜିଲା ବେଳେ ମୋ ମତରେ ଆଗ 'ଟ୍ରାଫିକ୍ ଚିହ୍ନ' ଲେଖି ଖୋଜିବ, ଭାରତର ଟ୍ରାଫିକ୍ ଚିହ୍ନ ଲେଖିବନି । ତାଙ୍କରି ସୁବିଧା ପାଇଁ ମୁଁ ଏଭଳି ଲେଖିଛି, ନା କି କୌଣସି ଇଂରାଜୀ ବା ହିନ୍ଦି ଲେଖା ଦେଖି ଲେଖିଛି । ଯେଉଁମାନେ ସେ ବିଷୟ ସବୁ ଲେଖିଛନ୍ତି ତାଙ୍କର ଓ ମୋର ଚିନ୍ତା ଧାରା (wave lenghth) ବୋଧହୁଏ ସମାନ ଅଛି । ସେମାନେ Indian traffic rule ନ ଲେଖି Traffic rule in India କାହିଁକି ଲେଖିଛନ୍ତି ? କିଛି ଅସୁବିଧା ତାଙ୍କ ମନ‌କୁ ନିଶ୍ଚୟ ଆସିଥିବ । ବଦଳେଇବା ଯଦି ଇଚ୍ଛା ହେଉଛି ତା'ହେଲେ ବରଂ redirect କରିଦିଅନ୍ତୁ, କିନ୍ତୁ ବଦଳେଇବା ପୂର୍ବରୁ ଆଉଥରେ ଭାବନ୍ତୁ । --Subas Chandra Rout (ମୋ ଆଲୋଚନା) ୧୦:୩୯, ୩୦ ମଇ ୨୦୧୬ (IST)[reply]