ନୂପୁର ଅସ୍ଥାନା
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ନୁପୁର ଅସ୍ଥାନା | |
---|---|
ଜନ୍ମ | Uttar Pradesh, India |
ବୃତ୍ତି(ସମୂହ) | Director, writer |
ସକ୍ରିୟ ବର୍ଷ | 1998–present |
ପ୍ରସିଦ୍ଧି | Mujhse Fraaandship Karoge Hip Hip Hurray |
ନୁପୁର ଅସ୍ଥାନା, ଜଣେ ଭାରତୀୟ ମହିଳା ଫିଲ୍ମ ନିର୍ଦ୍ଦେଶିକା ଓ ଲେଖିକା । ସେ ହିନ୍ଦୀ ଫିଲ୍ମ ଓ ଟେଲିଭିଜନର ଚ୍ୟାନେଲରେ ଧାରାବାହିକ ମାନଙ୍କରେ ନିର୍ଦ୍ଦେଶନା ଦେଇଥାନ୍ତି । " ମୁଝାସେ ଫ୍ରେଣ୍ଡଶିପ କାରୋଗେ " ନାମକ ଫିଲ୍ମ ତାଙ୍କର ପ୍ରଥମ ଫିଲ୍ମ ଥିଲା ଓ ଏହା ୨୦୧୧ ମସିହାରେ ନିର୍ମିତ ହେଇଥିଲା । ସେ ୧୯୯୮ ମସିହାରେ ଟିଭିରେ ଧାରାବାହିକ " ହିପ ହିପ ହୁର୍ରେ "ର ନିର୍ଦ୍ଦେଶନା ଦେଇଥିଲେ । [୧]
ପ୍ରାରମ୍ଭିକ ଜୀବନୀ
[ସମ୍ପାଦନା]ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ଅସ୍ଥନାଙ୍କ ବାଲ୍ୟକାଳ କଲିକତା ସହରରେ କଟିଥିଲା ଓ ପରେ ସେ ହାଇଦ୍ରାବାଦ ଆସିଥିଲେ । ସେ ଇଂରାଜୀ ଭାଷାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ଡିଗ୍ରୀ ପ୍ରାପ୍ତ କରିଥିଲେ । ପଢ଼ିବା ସମୟରୁ ସେ କଲେଜର ଡ୍ରାମା ଓ ଦିଲ୍ଲୀର ରଙ୍ଗମଞ୍ଚ ସହ ସମ୍ପୃକ୍ତ ଥିଲେ । ସେ ମୁମ୍ବାଇ ଆସି ସେଠାରେ ସୋଫିୟା କଲେଜରୁ ସାମାଜିକ ଯୋଗାଯୋଗ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । [ଆଧାର ଲୋଡ଼ା]
କାର୍ଯ୍ୟ ଜୀବନୀ
[ସମ୍ପାଦନା]ସେ କେତନ ମେହେଟାଙ୍କ ଫିଲ୍ମ କମ୍ପାନୀରେ ସହକାରୀ ଭାବରେ ତାଙ୍କ ଫିଲ୍ମରେ କାମ କଳା ପରେ " ଆର ୟା ପାର " ଫିଲ୍ମରେ ମୁଖ୍ୟ ସହକାରୀ ନିର୍ଦ୍ଦେଶକ ରହିଥିଲେ । ସେ ସେହି ଫିଲ୍ମରେ କମଳ ସିଧୁଙ୍କ ପାଇଁ ସ୍ୱର ମଧ୍ୟ ରେକଡିଙ୍ଗ କରିଥିଲେ । .[୨]
ଟିଭି ଧାରାବାହିକ " ହିପ ହିପ ହୁର୍ରେ "ର କାହାଣୀ ଓ ନିର୍ଦ୍ଦେଶନା ସେ ଦେଇଥିଲେ । ଏହା ପରେ ସେ ସୋନି ଟିଭିରେ " ହୁବହୁ " ନାମକ ଧାରାବାହିକ ନିର୍ଦ୍ଦେଶନା ଦେଇଥିଲେ । " ମୁଝାସେ ଫ୍ରେଣ୍ଡଶିପ କାରୋଗେ " ଫିଲ୍ମ ରେ ସେ ପ୍ରଥମ କରି ନିର୍ଦ୍ଦେଶକ ଭାବରେ ଅବତୀର୍ଣ ହେଇଥିଲେ ।
ଏହା ପରେ ସେ ୨୦୧୪ ମସିହାରେ ଯଶରାଜ ଫିଲ୍ମ ପାଇଁ " ବେବକୁଫିୟାନ " ନାମକ ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ ଓ ଏହା ସାଧାରଣ ଭାବରେ ବ୍ୟବସାୟୀକ ସଫଳତା ପାଇଥିଲା । .[୮][୯]
ଟିଭି ଶୋ ସମୂହ
[ସମ୍ପାଦନା]- Hip Hip Hurray (1998-2000)
- Hubahu
- Mahi Way
ଫିଲ୍ମୋଗ୍ରାଫି
[ସମ୍ପାଦନା]- Mujhse Fraaandship Karoge (2011)
- Bewakoofiyaan (2014)
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2017-10-14. Retrieved 2017-03-28.
{{cite web}}
: Cite has empty unknown parameter:|1=
(help) - ↑ http://www.timeoutmumbai.net/film/features/interview-nupur-asthana
- ↑ "ଆର୍କାଇଭ୍ କପି". Archived from the original on 2011-10-15. Retrieved 2017-03-28.
{{cite web}}
: Cite has empty unknown parameter:|1=
(help) - ↑ http://www.mid-day.com/entertainment/2011/oct/151011-Bollywood-Mujhse-Fraaandship-Karoge-movie-review.htm
- ↑ http://timesofindia.indiatimes.com/entertainment/movie-reviews/hindi/Mujhse-Fraaandship-Karoge/movie-review/10339642.cms
- ↑ http://www.bollywoodhungama.com/movies/reviews/type/view/id/1142/
- ↑ http://www.thehindu.com/arts/cinema/article2562512.ece
- ↑ "ଆର୍କାଇଭ୍ କପି". Archived from the original on 2014-03-14. Retrieved 2017-03-28.
{{cite web}}
: Cite has empty unknown parameter:|1=
(help) - ↑ http://www.mumbaimirror.com/entertainment/bollywood/Fim-review-Bewakoofiyaan/articleshow/32010622.cms