ସୁଙ୍କି
ଦେଖଣା
ସୁଙ୍କି | |
---|---|
village | |
Country | India |
State | Odisha |
District | Koraput |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | OD |
Website | odisha |
ସୁଙ୍କି ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ସୀମାଂତ ଗ୍ରାମ । [୧]
ଅବସ୍ଥିତି
[ସମ୍ପାଦନା]ଏହା ଓଡ଼ିଶାର କୋରାପୁଟ ପଟରୁ ଆନ୍ଧ୍ରପ୍ରଦେଶର ବିଜୟନଗର ଯାତ୍ରା ପଥରେ (ଜାତୀୟ ରାଜପଥ ୨୬- ପୁରୁଣା ୪୩) ଓଡ଼ିଶାର ସୀମାରେ ଅବସ୍ଥିତ । ଆନ୍ଧ୍ରପ୍ରଦେଶର ସାଲୁର ଦେଇ ପୂର୍ବଘାଟ ପର୍ବତମାଳା ଉପରେ କୋରାପୁଟ ଆଡକୁ ଆସିଥିବା ଏହି ରାଜପଥ ଉପରେ ତିନିଟି ଘାଟି ପଡିଥାଏ ଓ ସେଥିରୁ ସୁଙ୍କି ଅନ୍ୟତମ ।
ଜନସଂଖ୍ୟା
[ସମ୍ପାଦନା]2011 ଜନଗଣନା [୨]ଅନୁସାରେ ସୁଙ୍କିର ଜନସଂଖ୍ୟା 1839 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 1017 ଥିଲା ବେଳେ ମହିଳା ସଂଖ୍ୟା8 822 ଥିଲା । 6 ବର୍ଷରୁ କମ ଆବାଦୀ13.32% ରହିଥିଲା । ଏଠାକାର ସାକ୍ଷ୍ୟରତା ହାର 59.16 % ଥିଲା ।
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- http://www.unicef.org/india/media_970.htm Archived 2011-07-25 at the Wayback Machine.