ମେଳଛାମୁଣ୍ଡା
ଦେଖଣା
ମେଳଛାମୁଣ୍ଡା , ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ମେଳଛାମୁଣ୍ଡା ବ୍ଳକ ଅନ୍ତର୍ଗତ ଏକ ଗ୍ରାମ । ଏହା ପଦ୍ମପୁରଠାରୁ ୨୧ କିଲୋମିଟର ଏବଂ ବରଗଡ଼ଠାରୁ ୬୦ କିଲୋମିଟର ଦୂର । ଏହା ରାଜ୍ୟ ରାଜପଥ ଉପରେ ଅବସ୍ଥିତ । ଏହି ଗ୍ରାମର ୧୦ କିଲୋମିଟର ଦୁରବର୍ତୀ ଗଣିଆପାଳିଠାରେ ବୁଦ୍ଧସ୍ଥାପତ୍ୟର ଭଗ୍ନାବଶେଷ ଅବିଷ୍କୃତ ହେବା ପରେ ଏହି ଅଞ୍ଚଳ ପୁରାତନ ବୌଦ୍ଧିକ ଜ୍ଞାନ କେନ୍ଦ୍ର ଥିବାର ପ୍ରମାଣ ମିଳିଛି ।[୧] ଏହା। ପ୍ରାଚୀନ ବୌଦ୍ଧ ଜ୍ଞାନ କେନ୍ଦ୍ର 'ମୁଚାଲିଣ୍ଡା'ର ଅଂଶ ବିଶେଷ ଥିବାର ଅନୁମାନ କରାଯାଏ ।[୨]
ଏହା ନିକଟରେ ମାତ୍ର ୧ କିଲୋମିଟର ଦୂରରେ ଦିପ୍ତିପୁରଠାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିର ଉନ୍ନତି ପାଇଁ ଗବେଷଣାଗାର ସହ ଏକ ପୂର୍ଣାଙ୍ଗ ହସ୍ପିଟାଲ ଓ ବିଦ୍ୟଳୟ ରହିଛି ।[୩]
ଆଧାର
[ସମ୍ପାଦନା]- ↑ "Boudh Bihar of Ganiapali". bargarh.nic.in. ବରଗଡ଼ ଜିଲ୍ଲା ପ୍ରଶାସନ. Retrieved 6 September 2019.
- ↑ "GANIAPALI Village". www.odishahelpline.com. odisha helpline. Retrieved 6 September 2019.
- ↑ D. Newell Williams; Douglas Allen Foster; Paul M. Blowers (30 March 2013). The Stone-Campbell Movement: A Global History. Chalice Press. pp. 398–. ISBN 978-0-8272-3527-4.
ବାହାର ଲିଙ୍କ
[ସମ୍ପାଦନା]ଅସମ୍ପୂର୍ଣ୍ଣ ଏହି ଲେଖା ଟିକୁ ଆପଣ ଅଧିକ ତଥ୍ୟ ଓ ଆଧାର ପ୍ରଦାନ କରି ସମ୍ପୂର୍ଣ୍ଣ କରି ପାରିବେ । |