ବାଘ ନାଚ

ଉଇକିପିଡ଼ିଆ‌ରୁ
ଭାରତର ପାଳିକୁଲାଠାରେ ବାଘ ନାଚର ଦୃଶ୍ୟ 
ଇଟାବେର କିତାକାମୀ ନୃତ୍ୟୋତ୍ଶବରେ ରାସ୍ତା ଉପରେ  ବାଘ ନାଚ  ର ଦୃଶ୍ୟ 
ଇଟାବେର ହୋଟେଲ ଲୋବିଆରେ ବାଘ ନାଚର ଦୃଶ୍ୟ 

ବାଘନାଚ ଏକ ପାରମ୍ପରିକ ନୃତ୍ୟକଳା । ଏଥିରେ ନର୍ତ୍ତକମାନେ ବାଘ ଶରୀର ଭଳି ଦିଶୁଥିବା ପୋଷାକ ଓ ପରିପାଟୀ ପିନ୍ଧି ନୃତ୍ୟ ପରିବେଷଣ କରିଥାଆନ୍ତି । ଏହି ନୃତ୍ୟ ଭାରତର ବିଭିନ୍ନ ପ୍ରାନ୍ତ ସମେତ ଏସିଆ ମହାଦେଶର ଇଣ୍ଡୋନେସିଆ, ନେପାଳ, ଜାପାନ ଆଦି ଦେଶରେ ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଓ ପର୍ବପର୍ବାଣିରେ ବହୁଳ ଭାବେ ଲୋକଙ୍କ ଆମୋଦ ପ୍ରମୋଦ ପାଇଁ ପରିବେଷଣ କରାଯାଇଥାଏ । 

ଭାରତରେ ବାଘନାଚ [ସମ୍ପାଦନା]

  • ଭାରତରେ ଦ୍ରାବିଡ ବଂଶଜ ଲୋକଙ୍କର ଏହା ଲୋକନୃତ୍ୟ ଭାବରେ ବହୁକାଳରୁ ପ୍ରଚଳିତ 
  • ତାମିଲନାଡୁରେ ଏହାକୁ ପୁଲିଆଟ୍ଟମ କୁହାଯାଏ 
  • କର୍ଣ୍ଣାଟକ ଓ ତୁଳୁନାଡୁରେ ଏହା ପଲିଭେଷା ନାମରେ ଜଣା 
  • କେରଳରେ ଏହାକୁ ପୁଳିକଲି କୁହାଯାଏ । 
  • ଓଡ଼ିଶାରେ 'ବାଘନାଚ' ନାମରେ ଏହା ଜଣା । ଓଡ଼ିଶାର ବ୍ରହ୍ମପୁରର ବାଘନାଚର ଏକ ସ୍ୱତନ୍ତ୍ରତା ରହିଛି ଓ ଏହା ଖୁବ୍ ଆକର୍ଷକ। ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସମୟରେ ଏହା ବ୍ୟାପକ ଭାବେ ଦେଖିବାକୁ ମିଳେ। ଏହାଛଡା ପଶ୍ଚିମ ଓଡ଼ିଶାର ସୁବର୍ଣପୁର ଜିଲ୍ଲାରେ ଏହାର ବହୁଳ ପ୍ରଚାଳନ ଦେଖାଯାଏ ।  

ନେପାଳ[ସମ୍ପାଦନା]

  • ନେପାଳର ନେୱା ଅଞ୍ଚଳରେ ବାଘ ନାଚର ପ୍ରଚଳନ ଅଛି 

ଚୀନ[ସମ୍ପାଦନା]

  • ହେଇନାନାନର ବାଘ ନାଚ
  • ହେନାନର ଟାଇଗର ନୃତ୍ୟ
  • ଲୋ ୱୁ, ଉତ୍ତର ଜିଲ୍ଲା, ହଂକଂର ବାଘ ନାଚ
  • ୟୋଙ୍ଗଜୀ, ଶାନସିର ବାଘ ନାଚ

ଜାପାନ [ସମ୍ପାଦନା]

  • ଜାପାନର ଇବାଟେରେ ବାଘନାଚର ପ୍ରଚଳନ ବହୁଳ ଭାବରେ ଦେଖାଯାଏ ।   [୧]
  • ଅଫୁନାତୋ ହେଲା ଜାପାନର ଇଟାବେ ବାଘନାଚର ଅନ୍ୟ ଏକ ପ୍ରକାର ।  [୨]
  • ସିଜୁଉକା ପ୍ରିଫେକ୍ଟରର ଟାଇଗର ନୃତ୍ୟ ।
  • ଜାପାନର କାନାଗବେରେ ଏହି ବାଘ ନାଚ ଯୋକୋସୁକା କୁହାଯାଏ ।  [୩]

ଥାଇଲ୍ୟାଣ୍ଡ[ସମ୍ପାଦନା]

  • ବ୍ୟାଙ୍କ‌କ୍‌ର ବାଘ ‌ନାଚ
  • ଲ୍ୟାମ୍ପଙ୍ଗର ବାଘ ନାଚ
  • ନାଖନ୍ ସାୱାନର ବାଘ ନାଚ

References[ସମ୍ପାଦନା]

  1. Tiger dance of Kamaishi, Iwate Archived 2012-09-28 at the Wayback Machine. (in Japanese)
  2. [http://toramai.web.fc2.com/ Tiger dance of Ōfunato, Iwate (in Japanese)
  3. Tiger dance of Yokosuka, Kanagawa Archived 2016-03-04 at the Wayback Machine. (in Japanese)