"ବକ୍ସି ଜଗବନ୍ଧୁ (ଚଳଚ୍ଚିତ୍ର)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
Soumendrak (ଆଲୋଚନା | ଅବଦାନ) ବକ୍ସି ଜଗବନ୍ଧୁ ଚଳଚ୍ଚିତ୍ର ପୃଷ୍ଠାଟି ତିଆରି ହେଲା |
(କିଛି ବଦଳିନାହିଁ)
|
୧୫:୫୯, ୧୬ ଜୁନ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ବକ୍ସି ଜଗବନ୍ଧୁ (ଇଂରାଜୀରେ Buxi Jagabandhu) ହେଉଛି ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ଯାହା ଓଡ଼ିଶାର ଏକ ସତ୍ୟ ଘଟଣା, ପାଇକ ବିଦ୍ରୋହ ଉପରେ ଆଧାରିତ[୧] । ୨୦୧୬ ମସିହା, ସୋମବାର ୧୧ ଜାନୁୟାରୀରେ ଭୁବନେଶ୍ୱରରେସ୍ଥିତ କ୍ରାଉନ ହୋଟେଲରେ ଏହି କଥାଚିତ୍ରର ପୋଷ୍ଟର ଉନ୍ମୋଚନ କରାଯାଇଥିଲା ।
ଏହାକୁ ପ୍ରଯୋଜନା କରୁଛନ୍ତି ଅକ୍ଷୟ ପରିଜା, ମୁଖ୍ୟ ଚରିତ୍ର, ବକ୍ସି ଜଗବନ୍ଧୁର ଅଭିନୟ କରୁଛନ୍ତି, ଅନୁଭବ ମହାନ୍ତି ।
ଅଭିନୟ
ଏହାକୁ ମଧ୍ୟ ଦେଖନ୍ତୁ
ଆଧାର
- https://enewsodia.com/buxi-jagabandhu-ollywood-movie-anubhav/
- https://www.fullodisha.com/bakshi-jagabandhu-anubhav-mohantys-new-odia-film/