ବକ୍ସି ଜଗବନ୍ଧୁ (ଚଳଚ୍ଚିତ୍ର)
ଦେଖଣା
ବକ୍ସି ଜଗବନ୍ଧୁ (ଇଂରାଜୀରେ Buxi Jagabandhu) ହେଉଛି ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ଯାହା ଓଡ଼ିଶାର ଏକ ସତ୍ୟ ଘଟଣା, ପାଇକ ବିଦ୍ରୋହ ଉପରେ ଆଧାରିତ[୧] । ୨୦୧୬ ମସିହା, ସୋମବାର ୧୧ ଜାନୁୟାରୀରେ ଭୁବନେଶ୍ୱରରେସ୍ଥିତ କ୍ରାଉନ ହୋଟେଲରେ ଏହି କଥାଚିତ୍ରର ପୋଷ୍ଟର ଉନ୍ମୋଚନ କରାଯାଇଥିଲା ।
ଏହାକୁ ପ୍ରଯୋଜନା ଅକ୍ଷୟ ପରିଜା, ମୁଖ୍ୟ ଚରିତ୍ର, ବକ୍ସି ଜଗବନ୍ଧୁର ଅଭିନୟ ଅନୁଭବ ମହାନ୍ତି କରିବେ ବୋଲି ଘୋଷଣା କରାଯାଇଥିଲା । କୌଣସି କାରଣବଶତଃ ଏହି ଚଳଚ୍ଚିତ୍ର ଉପରେ କାମ ସ୍ଥଗିତ ଅଛି ।
ଅଭିନୟ
[ସମ୍ପାଦନା]ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- https://enewsodia.com/buxi-jagabandhu-ollywood-movie-anubhav/
- https://www.fullodisha.com/bakshi-jagabandhu-anubhav-mohantys-new-odia-film/ Archived 2017-09-11 at the Wayback Machine.