ରତ୍ନଗିରି

ଉଇକିପିଡ଼ିଆ ରୁ

ମହାରାଷ୍ଟ୍ରର ବନ୍ଦର ନିକଟରେ ଥିବା ସହର ପାଇଁ ରତ୍ନଗିରି (ମହାରାଷ୍ଟ୍ର) ଦେଖନ୍ତୁ ।

ରତ୍ନଗିରି

ରତ୍ନଗିରି

ରତ୍ନଗିରି ଓଡ଼ିଶାରେ ଅବସ୍ଥିତ ।
ରତ୍ନଗିରି
ଓଡ଼ିଶା ମାନଚିତ୍ରରେ ଦର୍ଶିତ
ସାଧାରଣ ବିବରଣୀ
ଅବସ୍ଥାନ  ଭାରତ
ଦିଗବାରେଣି 20°38′00″N 86°20′00″E / 20.6333°N 86.3333°E / 20.6333; 86.3333ଦିଗବାରେଣି: 20°38′00″N 86°20′00″E / 20.6333°N 86.3333°E / 20.6333; 86.3333
ସଙ୍ଗଠନ ବୌଦ୍ଧ ବାଦ
ରାଜ୍ୟ ଓଡ଼ିଶା
ଜିଲ୍ଲା ଯାଜପୁର
ସ୍ଥିତି ସଂରକ୍ଷିତ
ବୌଦ୍ଧବାଦ

Dharma Wheel.svg
ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା · ଧର୍ମଗ୍ରନ୍ଥ
ଥେରବାଦ · ପାଳି
ମହାଜାନ · ଚାଇନିଜ
ବଜଜାନ · ତିବବତୀୟ

ରତ୍ନଗିରି ବୌଦ୍ଧ ବାଦର ମୂଳ ବିହାର ମହାବିହାରର ଏକ ପ୍ରଧାନ ଭାଗ ଥିଲା । ଏହା ଓଡ଼ିଶାର ଯାଜପୁର ଜିଲ୍ଲାର ବ୍ରାହ୍ମଣୀବିରୂପା ନଦୀର ଉପତ୍ୟକାରେ ଅବସ୍ଥିତ । ଏହା ଲଳିତଗିରିଉଦୟଗିରି ସହିତ ପୁଷ୍ପଗିରି ବିଶ୍ଵବିଦ୍ୟାଳୟର ଏକ ଅଂଶ ।

ଇତିହାସ[ସମ୍ପାଦନା]

୬ଷ୍ଠ ଶତାବ୍ଦୀର ପ୍ରଥମ ଭାଗରେ ଗୁପ୍ତ ନରପତି ନରସିଂହ ବଳାଦିତ୍ୟଙ୍କର ଶାସନ କାଳରେ ରତ୍ନଗିରି ପ୍ରତିଷ୍ଠା ହୋଇ ୧୨ଶ ଶତାବ୍ଦୀ ଯାଏଁ ଚରମ ଉନ୍ନତିର ପୁରୋଭାଗରେ ପହଞ୍ଚିଥିଲା । ତିବତର ଇତିହାସର ପାଗ ସାମ ଜନ ଜାଙ୍ଗ ଅନୁସାରେ ରତ୍ନଗିରି ୧୦ମ ଶତକର କାଳଚକ୍ରତନ୍ତ୍ରର ଉନ୍ନତିର ଏକ ପ୍ରଧାନ ଭାଗ ଥିଲା ଯାହା ସେକାଳରେ ଅନେକ ଗୁଡ଼ିଏ ସ୍ତୂପ, ଧାତବ ଅନୁଶାସନ ଓ ଅନ୍ୟାନ୍ୟ କାଳଚକ୍ରର ସଂକେତ ଥିବା କୀର୍ତ୍ତିରାଜିର ଆବିଷ୍କାର ହୋଇଥିବାର ପ୍ରମାଣ ଦେଇଥାଏ ।[୧]

ଗଠନ ଶୈଳୀ[ସମ୍ପାଦନା]

ସନ ୧୯୫୮ ଓ ୧୯୬୧ରେ ଏକ ବଡ ଧରଣର ଖନନ କରାଯାଇଥିଲା [୨], ଯାହାର ଫଳାଫଳ ଅନେକ ଅଜଣା ତଥ୍ୟକୁ ଆଗକୁ ଆଣିଥିଲା । ୯ମ ଶତବ୍ଦୀରେ ମୁଖ୍ୟ ସ୍ତୁପଟି ଆଗରୁ ଥିବା ଭୂମି ଉପରେ ତିଆରି କରାଯାଇଥିଲା , ଯାହା ଗୁପ୍ତ ଯୁଗର ଥିଲା । ସିରି ରତ୍ନଗିରି ମହାବିହାରିଅ ଆର୍ଯ୍ୟବିକସୁ ସଙ୍ଘସ୍ସ ନାମରେ ଥିବା ସେତେବେଲର ମୁଦ୍ରା ଏହାକୁ ଚିହ୍ନିବାରେ ସାହାଯ୍ୟ କରିଥାଏ ।

ଅଧୁନା ସେଠାରେ ଏକ ମୂର୍ତ୍ତିସମୁହ ତାରା, ଅବଲୋକିତେଶ୍ଵର, ଅପରାଜିତାହରିତି ଆଦି ପୁରାତନ ଗୁପ୍ତ ଶୈଳୀର ଗୁମ୍ଫାରେ ଦେଖିବାକୁ ମିଳନ୍ତି ।

ପ୍ରତ୍ନତାତ୍ତ୍ଵିକ ବିଶେଷତା[ସମ୍ପାଦନା]

ପାଦଟୀକା[ସମ୍ପାଦନା]

  1. Also see [୧].
  2. ଏହି ଖନନର ଫଳାଫଳ ଏ.ଏସ.ଆଇ.ଙ୍କ ଦ୍ଵାରା ପ୍ରକାଶ କରାଯାଇଥିଲା । ମିତ୍ର (୧୯୮୧ ଓ ୧୯୮୩)

ଆଧାର[ସମ୍ପାଦନା]

  • Mitra, Debala (1981 and 1983) Ratnagiri (1958-61), Vol. I (1981) & Vol. II (1983), published as SI. No. 80 of the A.S.I.'s "Memoirs of the Archaeological Survey of India" [୨]
  • " Magnificent samples of Buddhist architecture", Brindha, G. The Hindu, Friday, Aug 29,2003[୩]
  • Iconography of the Buddhist Sculpture of Orissa, Donaldson, Thomas Eugene. Abhinav Publications: 2001. ISBN 81-7017-375-2

ଅଧିକ ତଥ୍ୟ[ସମ୍ପାଦନା]