ତିନୋଟି ରତନ

ଉଇକିପିଡ଼ିଆ‌ରୁ

ବୋୖଦ୍ଧ ଧର୍ମର ତିନୋଟି ରତ୍ନ ରହିଛି । ଯାହା ତ୍ରିରତ୍ନ ନାମରେ ପରିଚିତ।ଯଥା: ବୁଦ୍ଧ, ଧାମ, ସାଙ୍ଗ ।


୧) ବୁଦ୍ଧ ଯାହାର ଅର୍ଥ ହେଉଛି ପ୍ରତ୍ୟକ ମଣିଷର ସର୍ବୋଚ୍ଚ ଆଧ୍ୟାତ୍ମିକ ସାମର୍ଥ୍ୟ।

୨) ଧାମ ଯାହାର ଅର୍ଥ ହେଉଛି ବୁଦ୍ଧଙ୍କ ଶିକ୍ଷାକୁ ବୁଝାଏ।

୩) ସାଙ୍ଗର ଅର୍ଥ ବୋୖଦ୍ଧ ଧର୍ମ ଗ୍ରହଣ/ ଅଭ୍ୟାସ କରୁଥିବା ଭିକ୍ଷୁକମାନଙ୍କର ସଂଗଠନ।