ପଦ୍ମ ଫୁଲ
| ପଦ୍ମ ଫୁଲ | |
|---|---|
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| (unranked): | Angiosperms |
| (unranked): | Eudicots |
| ଗଣ: | Proteales |
| କୁଳ: | Nelumbonaceae |
| ପ୍ରଜାତି: | Nelumbo |
| ଜାତି: | N. nucifera |
| ବାଇନୋମିଆଲ ନାଆଁ | |
| Nelumbo nucifera Gaertn. |
|
| Synonyms | |
|
|
ଫୁଲ ମଧ୍ୟରେ ପବିତ୍ର ଓ ଶ୍ରଦ୍ଧାର ପ୍ରତୀକ ହେଉଛି ପଦ୍ମ । ଏହା ନେଲୁମ୍ବୋ ପ୍ରଜାତିର ଓ ନେଲୁମ୍ବନାସି ପରିବାର ଅନ୍ତର୍ଭୁକ୍ତ । ଓଡ଼ିଶାରେ ଏହା ସାଧାରଣତଃ ପୋଖରୀ ମାନଙ୍କରେ ଦେଖାଯାଇଥାଏ । ପଦ୍ମର ମୂଳଜନ୍ମ ଭିଏତନାମ ଓ ଆଫଗାନିସ୍ତାନ ବୋଲି କୁହାଯାଏ । ପଦ୍ମ କୁ ଭାରତ ଏବଂ ଭିଏତନାମରେ ଜାତୀୟ ଫୁଲ ଭାବେ ଗ୍ରହଣ କରାଯାଇଛି । [୧]
ବିଷୟସୂଚୀ |
ସାଂସ୍କୃତିକ ମହତ୍ଵ[ସମ୍ପାଦନା]
ବୈଶିଷ୍ଟ୍ୟ[ସମ୍ପାଦନା]
ପଦ୍ମ ଦେବତାମାନଙ୍କର ପୁଷ୍ପ । ତେଣୁ ପଦ୍ମଫୁଲକୁ ପଦ୍ମାବତାର କୁହାଯାଏ । ସେ ଲାଲକମଳ ବା ସଫେଦକମଲ (ଶ୍ଵେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ । ପଙ୍କୁଆ/କାଦୁଆ ପୋଖରୀରେ ପଦ୍ମଜାତ ହୋଇ ଅତ୍ୟୁଚ୍ଚ ସ୍ଥାନକୁ ଯାଇଛି ପଦ୍ମ । ଆମ ଚତୁପାର୍ଶ୍ଵର ଦୁନିଆ କର୍ଦ୍ଦମାକ୍ତ, ଅପରିଚ୍ଛନ୍ନ । ଭଗବାନଙ୍କ ସୃଷ୍ଟିରେ ଯେଉଁ ମଣିଷ ଶ୍ରେଷ୍ଠ ବିବେଚିତ ହୁଏ, ସେ ଉଚ୍ଚତର ସୋପାନରେ ପହଞ୍ଚେ । ପଦ୍ମ ଏହି ଉଦାହରଣ ରଖିଛି ଏବଂ ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ । ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ଵେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ । ଲକ୍ଷ୍ମୀ ଐଶ୍ଵର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -
ପଦ୍ମାଳୟା ପଦ୍ମକରଂ
ପଦ୍ମପତ୍ର ନିଭେକ୍ଷଣାମ୍
ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍
ବ୍ୟବହାର[ସମ୍ପାଦନା]
କିଛି ଛବି[ସମ୍ପାଦନା]
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
Media related to ପଦ୍ମ ଫୁଲ at Wikimedia Commons
| ଉଇକିପିଡ଼ିଆ କମନସରେ: Lotus root ଉପରେ ମାଧ୍ୟମ ରହିଅଛି |
|
|||||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |