ଉର୍ଦ୍ଦୁ ଭାଷା

ଉଇକିପିଡ଼ିଆ ରୁ
Urdu
اردو
URDUARAB.PNG
ଉଚ୍ଚାରଣ Hindustani: [ˈʊrd̪u]
କେଉଁଠି କୁହାଯାଏ Pakistan, India କେବେ ଗଠନ କରାଯାଇଥିଲା: 2007
ସର୍ବମୋଟ କହୁଥିବା ଲୋକସଂଖ୍ୟା 66 million
ଭାଷା ପରିବାର Indo-European
ଲେଖିବା ପ୍ରଣାଳୀ Urdu alphabet (Nastaʿlīq script), other
ସରକାରୀ ସ୍ଥିତି
କେଉଁଠାରେ ଏହା ସରକାରୀ ଭାଷା:  Pakistan
 India (states of Jammu and Kashmir, Andhra Pradesh, Uttar Pradesh, Delhi)
କିଏ ପରିଚାଳନା କରନ୍ତି: National Language Authority (Pakistan);
National Council for Promotion of Urdu Language[୨] (India)
ଭାଷା କୋଡ଼
ISO 639-1 ur
ISO 639-2 urd
ISO 639-3 urd
ଲିଙ୍ଗୁଆସ୍ଫେର 59-AAF-q (with Hindi,
including 58 varieties: 59-AAF-qaa to 59-AAF-qil)
Urdu_official-language_areas.png

ଉର୍ଦ୍ଦୁ ଭାଷା ଭାରତପାକିସ୍ଥାନ ଉଭୟ ଦେଶରେ ସ୍ଵୀକୃତି ପ୍ରାପ୍ତ ଏକ ସରକାରୀ ଭାଷା । ଏହାର ଶବ୍ଦକୋଷ ପାରସୀ ଭାଷା, ଆରବୀ ଭାଷା ଓ ଟର୍କିସ ଭାଷା ଦ୍ଵାରା ବିକଶିତ ହୋଇଅଛି । ମୋଗଲ ସାମ୍ରାଜ୍ୟ ସମୟରେ ୧୫୨୬- ୧୮୫୮ ସମୟମଧୟରେ ଦକ୍ଷିଣ ଏସିଆରେ ଏହାର ବିକାଶ ହୋଇଥିଲା ।

ବିଷୟସୂଚୀ

ଇତିହାସ [ସମ୍ପାଦନା]

ଭାଷାର ସୃଷ୍ଟି [ସମ୍ପାଦନା]

ମୁସଲମାନ ଶାସକ ଓ ଧର୍ମପ୍ରଚାରକମାନେ କାଳକ୍ରମେ ହିନ୍ଦୁମାନଙ୍କ ଯୋଗବେଦାନ୍ତ ପ୍ରଭୃତି ଦର୍ଶନଶାସ୍ତ୍ର, ଚିକିତ୍ସାଶାସ୍ତ୍ର ଓ ଜ୍ୟୋତିଷଶାସ୍ତ୍ର ଅଦ୍ଦ୍ୟୟନ ପ୍ରତି ଆକୃଷ୍ଟ ହୋଇଥିଲେ । ଏ ଯୁଗର ଶ୍ରେଷ୍ଠ ଫାର୍ସୀକବି ଅମିର ଖସ୍ରୁ ଭାରତୀୟ କାବ୍ୟ ଅନୁସରଣରେ କାବ୍ୟ ରଚନା କରିଥିଲେ । ଉତ୍ତର ଭାରତର ବହୁପ୍ରଚଳିତ ହିନ୍ଦୀ ଭାଷା ଓ ମୁସଲମାନ ସୁଲତାନମାନଙ୍କ ପୃଷ୍ଠପୋଷକତା ଲାଭ କରୁଥିବା ଫାର୍ସୀଭାଷାର ସମ୍ମିଶ୍ରଣରେ ସେଯୁଗରେ ଉର୍ଦ୍ଦୁ ନାମକ ଏକ ନୂତନ ଭାଷା ଉତ୍ପତ୍ତି ଘଟିଥିଲା । ଏହାହିଁ ଭାରତୀୟ ମୁସଲମାନଙ୍କର ପ୍ରଧାନ ଭାଷାରେ ପରିଣତ ହେଲା ଓ ପରବର୍ତ୍ତୀ କାଳରେ ଏଥିରେ ବହୁ ପୁସ୍ତକ ରଚିତ ହୋଇଥିଲା ।

ଆଧାର [ସମ୍ପାଦନା]

ବାହାର ତଥ୍ୟ [ସମ୍ପାଦନା]