ଅର୍ଚ୍ଚନା ନାୟକ (ସାହିତ୍ୟିକ)
ଅର୍ଚ୍ଚନା ନାୟକ | |
---|---|
ଜନ୍ମ | ପବନପୁର, ବାଲୁଗାଁ | ୧୬ ଜୁଲାଇ ୧୯୪୭
ଜାତୀୟତା | ଭାରତୀୟ |
ଶିକ୍ଷା | ପିଏଚଡ଼ି |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ୱେବସାଇଟ | http://www.drarchananayak.com/ |
ଅର୍ଚ୍ଚନା ନାୟକ (ଜନ୍ମ: ୧୬ ଜୁଲାଇ ୧୯୪୭; ଜନ୍ମସ୍ଥାନ: ବାଲୁଗାଁ), ଜଣେ ଓଡ଼ିଆ କଥାଶିଳ୍ପୀ ।[୧] ଉପନ୍ୟାସ, ଗଳ୍ପ, ଗୀତିକବିତା, ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଆଦି ବିଭିନ୍ନ ବିଭାଗରେ ଅର୍ଚ୍ଚନା ନିଜ ଲେଖନୀ ଚାଳନା କରିଛନ୍ତି ।
ଅର୍ଚ୍ଚନା ଆକାଶବାଣୀ କଟକର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର । ସେ ସାହିତ୍ୟ ପତ୍ରିକା ସାବିତ୍ରୀର ସମ୍ପାଦିକା ଓ ଆଧ୍ୟାତ୍ମିକ ପତ୍ରିକା ଆସ୍ପୃହାର ମୁଖ୍ୟ ସମ୍ପାଦକ ।
ରଚନାବଳୀ[ସମ୍ପାଦନା]
- ରାଣୀ ଶ୍ୟାମାବତୀ
- ସାତପଦ୍ମର ଦ୍ୱୀପ
- ନକ୍ଷତ୍ରର ଭାଷା
- ଅମ୍ବପଲ୍ଲୀ - ୨୦୧୨ (ଦିବ୍ୟଦୂତ ପ୍ରକାଶନୀ)
- କୁହୁଡ଼ି ପକ୍ଷୀ ଓ ସ୍ୱପ୍ନ ଗୋଧୂଳି
- ଜହ୍ନରାତ୍ରି ବର୍ଷାରାତି - ୧୯୯୯ (ଅନନ୍ୟା ପ୍ରକାଶନ)
- ଓଡ଼ିଆ ଭକ୍ତି ସଙ୍ଗୀତ - ୨୦୦୭ (କେନ୍ଦ୍ର ସାହିତ୍ୟ ଏକାଡେମୀ)
- ଯକ୍ଷିଣୀ ସମ୍ବାଦ - ୨୦୦୪ (ଶାଶ୍ୱତି ପ୍ରକାଶିନୀ)
- ଅଚିହ୍ନା ଆକାଶ - ୧୯୮୭ (ନାଳନ୍ଦା ପ୍ରକାଶନ)
- ରୁରୁ ପ୍ରିୟମ୍ବଦା ଅରବିନ୍ଦ - ୨୦୦୩ (ଗ୍ରନ୍ଥମନ୍ଦିର)
- ପଣ୍ଡିତ ଗୋପବନ୍ଧୁ ଦାସ[୨]
- ଓଡ଼ିଆ କାବ୍ୟରେ ଶିବ
- ଶ୍ରୀ ଅରବିନ୍ଦ ଓ ନୂତନ ପୃଥିବୀ - ୨୦୦୭ (କଟକ ଷ୍ଟୁଡେଣ୍ଟସ ଷ୍ଟୋର)
- କୁନ୍ତଳା କୁମାରୀ ଚୟନିକା[୩]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ସାହିତ୍ୟ ଭାରତୀ ସମ୍ମାନ - ୨୦୨୪[୪]
- ଭଞ୍ଜ ଭାରତୀ ସମ୍ମାନ
- କୁନ୍ତଳା କୁମାରୀ ପୁରସ୍କାର[୫]
- ଜେମା ସାମନ୍ତ ସୃଜନୀ ପୁରସ୍କାର - ୨୦୧୯
- ସତ୍ୟବାଦୀ ସାରସ୍ୱତ ସମ୍ମାନ - ୨୦୧୯[୬]
- ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର - ୧୯୬୯,୧୯୭୦
- ଗୋକର୍ଣ୍ଣିକା ପୁରସ୍କାର - ୧୯୮୮
- ରାଷ୍ଟ୍ରୀୟ ମହିଳା ସଂସ୍ଥାନ - ୧୯୯୬[୭]
ଆଧାର[ସମ୍ପାଦନା]
- ↑ Sahitya Akademi (2006). Annual Report. Sahitya Akademi.
- ↑ Pritish Acharya (11 March 2008). National Movement and Politics in Orissa, 1920-1929. SAGE Publications. pp. 111–. ISBN 978-93-5280-260-9.
- ↑ D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 125–. ISBN 978-81-260-2060-7.
- ↑ "କଥାଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକ ପାଇବେ 'ସାହିତ୍ୟ ଭାରତୀ ସମ୍ମାନ'". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 10 March 2024. Retrieved 10 March 2024.
- ↑ "କଥା ଝରକା". କଥା ପତ୍ରିକା (ଜୁନ ୨୦୨୩): ୪୭. 28 June 2023. Retrieved 28 June 2023.
- ↑ "ଡ.ଅର୍ଚ୍ଚନା ନାୟକ ପାଇବେ 'ସତ୍ୟବାଦୀ ସାରସ୍ୱତ ସମ୍ମାନ'". www.samajalive.in. ସମାଜ. Retrieved 8 May 2019.
- ↑ Valerie Henitiuk; Supriya Kar (12 December 2016). Spark of Light: Short Stories by Women Writers of Odisha. Athabasca University Press. pp. 235–. ISBN 978-1-77199-167-4.