ହିନ୍ଦୁପୁର
ଦେଖଣା
Hindupur
హిందూపూరం | |
---|---|
ଦେଶ | India |
ରାଜ୍ୟ | Andhra Pradesh |
ଜିଲ୍ଲା | Anantapur |
Government | |
• Type | Municipal council |
• Body | Hindupur Municipality |
Area | |
• ସମୁଦାୟ | 38.16 km2 (14.73 sq mi) |
• Rank | 20th |
Elevation | 621 m (2,037 ft) |
Population (2011)[୨] | |
• Total | ୧,୫୧,୮୩୫ |
• Rank | 203rd (India) 20th (in state) |
• Density | 4,000/km2 (10,000/sq mi) |
Languages | |
• ସରକାରୀ | Telugu |
Time zone | UTC5:30 (IST) |
PIN | |
Telephone code | 91–8556 |
ଯାନବାହାନ ପଞ୍ଚୀକରଣ | AP–02 |
Website | Hindupur Municipality |
ହିନ୍ଦୁପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆନନ୍ତପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ହିନ୍ଦୁପୁର ୧୩.୮୨୯୧ ଉତ୍ତର ଅକ୍ଷାଂଶ ଓ ୭୭.୪୯୨୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୩୭ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ହିନ୍ଦୁପୁର ସହରର ମୋଟ ଜନସଂଖ୍ୟା ୧୨୫୦୫୬ ଅଟେ ।[୪] ସେଥି ମଧ୍ୟରୁ ୫୧.୩୦% ଜଣ ପରୁଷ ହୋଇଥିବା ବେଳେ ୪୮.୭୦% ଜଣ ନାରୀ ଅଟନ୍ତି । ହିନ୍ଦୁପୁରର ସାକ୍ଷରତା ହାର ୬୧.୯୯% ଅଟେ । ଏହା ଜାତୀୟ ହାରଠାରୁ ୨.୮୫% ପ୍ରତିଶତ କମ ଅଟେ । ସେଥିରୁ ୩୫.୧୯% ପ୍ରତିଶତ ପୁରୁଷ ଓ ୨୬.୮୧% ନାରୀ ଅଟନ୍ତି । ୧୨.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ତେଲୁଗୁ ହିନ୍ଦୁପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Basic Information of Municipality". Commissioner and Directorate of Municipal Administration. Government of Andhra Pradesh. Retrieved 25 February 2015.
- ↑ "Cities having population 1 lakh and above" (PDF). The
Registrar General & Census Commissioner, India. Retrieved 25 July 2014.
{{cite web}}
: line feed character in|publisher=
at position 5 (help) - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.