Jump to content

ହିନ୍ଦୁପୁର

ଉଇକିପିଡ଼ିଆ‌ରୁ
Hindupur
హిందూపూరం
NT Rama Rao statue at Hindupur
NT Rama Rao statue at Hindupur
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାAnantapur
Government
  TypeMunicipal council
  BodyHindupur Municipality
Area
  ସମୁଦାୟ38.16 km2 (14.73 sq mi)
  Rank20th
Elevation
621 m (2,037 ft)
Population
 (2011)[]
  Total୧,୫୧,୮୩୫
  Rank203rd (India)
20th (in state)
  Density4,000/km2 (10,000/sq mi)
Languages
  ସରକାରୀTelugu
Time zoneUTC5:30 (IST)
PIN
Telephone code91–8556
ଯାନବାହାନ ପଞ୍ଚୀକରଣAP–02
WebsiteHindupur Municipality

ହିନ୍ଦୁପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆନନ୍ତପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ହିନ୍ଦୁପୁର ୧୩.୮୨୯୧ ଉତ୍ତର ଅକ୍ଷାଂଶ ଓ ୭୭.୪୯୨୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୩୭ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ହିନ୍ଦୁପୁର ସହରର ମୋଟ ଜନସଂଖ୍ୟା ୧୨୫୦୫୬ ଅଟେ ।[] ସେଥି ମଧ୍ୟରୁ ୫୧.୩୦% ଜଣ ପରୁଷ ହୋଇଥିବା ବେଳେ ୪୮.୭୦% ଜଣ ନାରୀ ଅଟନ୍ତି । ହିନ୍ଦୁପୁରର ସାକ୍ଷରତା ହାର ୬୧.୯୯% ଅଟେ । ଏହା ଜାତୀୟ ହାରଠାରୁ ୨.୮୫% ପ୍ରତିଶତ କମ ଅଟେ । ସେଥିରୁ ୩୫.୧୯% ପ୍ରତିଶତ ପୁରୁଷ ଓ ୨୬.୮୧% ନାରୀ ଅଟନ୍ତି । ୧୨.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ହିନ୍ଦୁପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Basic Information of Municipality". Commissioner and Directorate of Municipal Administration. Government of Andhra Pradesh. Archived from the original on 24 December 2018. Retrieved 25 February 2015.
  2. "Cities having population 1 lakh and above" (PDF). The Registrar General & Census Commissioner, India. Retrieved 25 July 2014. {{cite web}}: line feed character in |publisher= at position 5 (help)
  3. "Directory of Cities, Towns, and Regions in India". Retrieved 27 September 2015.
  4. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]