ଏହି ଫେବୃୟାରୀ ମାସରେ ମୁମ୍ବାଇରେ ହେବାକୁ ଯାଉଥିବା ଟ୍ରେନ ଦ ଟ୍ରେନର ପାଇଁ ଓଡ଼ିଆ ଉଇକିମେଡିଆ ଗୋଷ୍ଠୀ ପକ୍ଷରୁ ମୁଁ ନାମାଙ୍କନ କରିବି ଭାବୁଛି । ଆପଣଙ୍କର ମତାମତ କିଛି ଥିଲେ ଦେବାକୁ ଅନୁରୋଧ ।
Topic on ଉଇକିପିଡ଼ିଆ:ଆଲୋଚନା ସଭା
ଏଥିରେ ପଚାରିବାର କ'ଣ ଅଛି । ମୁଁ ତ ଗତବର୍ଷରୁ କହୁଛି କି ଯାଆନ୍ତୁ ବୋଲି । ଯାହାହେଉ ଏଥର ଯିବେ ତା'ହେଲେ ।
ସମର୍ଥନ । ଗଲେ ଭଲ ହେବ ।
ସମର୍ଥନ
ସମର୍ଥନ କରୁଛି, କିନ୍ତୁ ଏଥିରେ ଆବଶ୍ୟକ ନାହିଁ । ଆବେଦନ ପତ୍ରଗୁଡ଼ିକ ସିଆଇଏସ ବାଛି ଅନୁମୋଦନ କରିବେ ।