"ଅନୁପ ଜଲୋଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ r2.7.1) (Robot: Adding es:Anup Jalota
୬୭ କ ଧାଡ଼ି: ୬୭ କ ଧାଡ଼ି:
[[category:ଉତ୍ତରାଖଣ୍ଡର ଲୋକ]]
[[category:ଉତ୍ତରାଖଣ୍ଡର ଲୋକ]]



[[en:Anup Jalota]]
[[bn:অনুপ জালোটা]]
[[bn:অনুপ জালোটা]]
[[en:Anup Jalota]]
[[es:Anup Jalota]]

୦୭:୦୬, ୧୯ ମଇ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଅନୁପ ଜଲୋଟା
ପ୍ରାର୍ଥନା ଟିଭି ଦ୍ଵାରା ଆୟୋଜିତ ଏକ ସଙ୍ଗୀତ ସନ୍ଧ୍ୟା ରେ ଅନୁପ ଜଲୋଟା
Background information
ଜନ୍ମ (1953-07-29) ୨୯ ଜୁଲାଇ ୧୯୫୩ (ବୟସ ୭୦)
ଜନ୍ମସ୍ଥାନନୈନିତାଲ, ଭାରତ
ଶୈଳୀଭଜନ
ପେଷାଗାୟକ
କାର୍ଯ୍ୟକାଳ୧୯୮୫–ଏବେ ଯାଏଁ

ଅନୁପ ଜଲୋଟା (ଜନ୍ମ ୨୯ ଜୁଲାଇ ୧୯୫୩ ) ଜଣେ ଭାରତୀୟ ସଙ୍ଗୀତଜ୍ଞ ଓ ଗାୟକ । ସେ ତାଙ୍କର ଭଜନଗଜଲ ପରିବେଷଣ ନିମନ୍ତେ ଜଣାଶୁଣା । ସେ ଭଜନ ସମ୍ରାଟ ନାମରେ ହିନ୍ଦୀ ସଙ୍ଗୀତ ଜଗତରେ ଜଣ ।[୧]

ଜୀବନକାଳ

ଅନୁପ ଜଲୋଟା ଉତ୍ତରାଖଣ୍ଡର ନୈନିତାଲ ଠାରେ ପଞ୍ଜାବ ଶ୍ୟାମ ଚଉରାଶି ଘରାନାର ସୁପରିଚିତ କଣ୍ଠଶିଳ୍ପୀ ପୁରୁଷୋତ୍ତମ ଜଲୋଟାଙ୍କ ଔରସରୁ ଜନ୍ମ ନେଇଥିଲେ । ସେ ଲକ୍ଷ୍ନୌରେ ନିଜର ଶିକ୍ଷାଲାଭ କରିଥିଲେ ।

ସଙ୍ଗୀତ

  • ଐସି ଲାଗି ଲଗନ
  • ଚାନ୍ଦ ଅଙ୍ଗଦୈଆଁ ଲେ ରହା ହୈ
  • ତୁମ୍ହାରେ ଶହର କା ମୌସମ
  • ମେଁ ନଜର ସେ ପି ରହା ହୁଁ
  • ହମ ସେ ଅଛି ତୋ କହିଁ ଆଇନେ କି କିସ୍ମତ ହୋଗି
  • ରୁଖ ସେ ପରଦା ହଟା ଦେ
  • ଲା ପିଲା ଦେ ସକିଆ
  • ଶ୍ରୀ ହନୁମାନ ଚାଳିଶା
  • ମେରେ କବର ପର ପାତେ ହୁଏ
  • ତୁମ କ୍ୟା ସମଝୋ ତୁମ କ୍ୟା ଜାନୋ
  • କଟେଗି ୟେ ଜିନ୍ଦେଗି ଅବ୍ ରୋତେ ରୋତେ
  • ଲଗା ଚୁନରି ମେଁ ଦାଗ''[୧]
  • ରଙ୍ଗ ଦେ ଚୁନରିୟା

ଆଧାର

ବାହାର ଲିଙ୍କ