ଅନୁପ ଜଲୋଟା
Appearance
ଅନୁପ ଜଲୋଟା | |
---|---|
Background information | |
ଜନ୍ମ | ୨୯ ଜୁଲାଇ ୧୯୫୩ |
ଜନ୍ମସ୍ଥାନ | ନୈନିତାଲ, ଭାରତ |
ଶୈଳୀ | ଭଜନ |
ପେଷା | ଗାୟକ |
କାର୍ଯ୍ୟକାଳ | ୧୯୮୫–ଏବେ ଯାଏଁ |
ଅନୁପ ଜଲୋଟା (ଜନ୍ମ ୨୯ ଜୁଲାଇ ୧୯୫୩ ) ଜଣେ ଭାରତୀୟ ସଙ୍ଗୀତଜ୍ଞ ଓ ଗାୟକ । ସେ ତାଙ୍କର ଭଜନ ଓ ଗଜଲ ପରିବେଷଣ ନିମନ୍ତେ ଜଣାଶୁଣା । ସେ ଭଜନ ସମ୍ରାଟ ନାମରେ ହିନ୍ଦୀ ସଙ୍ଗୀତ ଜଗତରେ ଜଣ ।[୧]
ଜୀବନକାଳ
[ସମ୍ପାଦନା]ଅନୁପ ଜଲୋଟା ଉତ୍ତରାଖଣ୍ଡର ନୈନିତାଲଠାରେ ପଞ୍ଜାବ ଶ୍ୟାମ ଚଉରାଶି ଘରାନାର ସୁପରିଚିତ କଣ୍ଠଶିଳ୍ପୀ ପୁରୁଷୋତ୍ତମ ଜଲୋଟାଙ୍କ ଔରସରୁ ଜନ୍ମ ନେଇଥିଲେ । ସେ ଲକ୍ଷ୍ନୌରେ ନିଜର ଶିକ୍ଷାଲାଭ କରିଥିଲେ ।
ସଙ୍ଗୀତ
[ସମ୍ପାଦନା]- ଐସି ଲାଗି ଲଗନ
- ଚାନ୍ଦ ଅଙ୍ଗଦୈଆଁ ଲେ ରହା ହୈ
- ତୁମ୍ହାରେ ଶହର କା ମୌସମ
- ମେଁ ନଜର ସେ ପି ରହା ହୁଁ
- ହମ ସେ ଅଛି ତୋ କହିଁ ଆଇନେ କି କିସ୍ମତ ହୋଗି
- ରୁଖ ସେ ପରଦା ହଟା ଦେ
- ଲା ପିଲା ଦେ ସକିଆ
- ଶ୍ରୀ ହନୁମାନ ଚାଳିଶା
- ମେରେ କବର ପର ପାତେ ହୁଏ
- ତୁମ କ୍ୟା ସମଝୋ ତୁମ କ୍ୟା ଜାନୋ
- କଟେଗି ୟେ ଜିନ୍ଦେଗି ଅବ୍ ରୋତେ ରୋତେ
- ଲଗା ଚୁନରି ମେଁ ଦାଗ''[୧]
- ରଙ୍ଗ ଦେ ଚୁନରିୟା
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Virtual Fan Club of Anupji… Devotional Harmony Archived 25 April 2011 at the Wayback Machine.
- Anup Jalota Bay Area USA Live Concert 28th Aug 2009[permanent dead link]
- Anup Jalota - Official website Archived 4 September 2011 at the Wayback Machine.
- Anup Jalota @ Last.fm (Listening examples)
- http://mysticamusic.com/anup-jalota.php Archived 6 October 2011 at the Wayback Machine.