ଅନୁପ ଜଲୋଟା

ଉଇକିପିଡ଼ିଆ‌ରୁ
ଅନୁପ ଜଲୋଟା
ପ୍ରାର୍ଥନା ଟିଭିଦ୍ୱାରା ଆୟୋଜିତ ଏକ ସଙ୍ଗୀତ ସନ୍ଧ୍ୟାରେ ଅନୁପ ଜଲୋଟା
Background information
ଜନ୍ମ (1953-07-29) ୨୯ ଜୁଲାଇ ୧୯୫୩ (ବୟସ ୭୦)
ଜନ୍ମସ୍ଥାନନୈନିତାଲ, ଭାରତ
ଶୈଳୀଭଜନ
ପେଷାଗାୟକ
କାର୍ଯ୍ୟକାଳ୧୯୮୫–ଏବେ ଯାଏଁ

ଅନୁପ ଜଲୋଟା (ଜନ୍ମ ୨୯ ଜୁଲାଇ ୧୯୫୩ ) ଜଣେ ଭାରତୀୟ ସଙ୍ଗୀତଜ୍ଞ ଓ ଗାୟକ । ସେ ତାଙ୍କର ଭଜନଗଜଲ ପରିବେଷଣ ନିମନ୍ତେ ଜଣାଶୁଣା । ସେ ଭଜନ ସମ୍ରାଟ ନାମରେ ହିନ୍ଦୀ ସଙ୍ଗୀତ ଜଗତରେ ଜଣ ।[୧]

ଜୀବନକାଳ[ସମ୍ପାଦନା]

ଅନୁପ ଜଲୋଟା ଉତ୍ତରାଖଣ୍ଡର ନୈନିତାଲଠାରେ ପଞ୍ଜାବ ଶ୍ୟାମ ଚଉରାଶି ଘରାନାର ସୁପରିଚିତ କଣ୍ଠଶିଳ୍ପୀ ପୁରୁଷୋତ୍ତମ ଜଲୋଟାଙ୍କ ଔରସରୁ ଜନ୍ମ ନେଇଥିଲେ । ସେ ଲକ୍ଷ୍ନୌରେ ନିଜର ଶିକ୍ଷାଲାଭ କରିଥିଲେ ।

ସଙ୍ଗୀତ[ସମ୍ପାଦନା]

  • ଐସି ଲାଗି ଲଗନ
  • ଚାନ୍ଦ ଅଙ୍ଗଦୈଆଁ ଲେ ରହା ହୈ
  • ତୁମ୍ହାରେ ଶହର କା ମୌସମ
  • ମେଁ ନଜର ସେ ପି ରହା ହୁଁ
  • ହମ ସେ ଅଛି ତୋ କହିଁ ଆଇନେ କି କିସ୍ମତ ହୋଗି
  • ରୁଖ ସେ ପରଦା ହଟା ଦେ
  • ଲା ପିଲା ଦେ ସକିଆ
  • ଶ୍ରୀ ହନୁମାନ ଚାଳିଶା
  • ମେରେ କବର ପର ପାତେ ହୁଏ
  • ତୁମ କ୍ୟା ସମଝୋ ତୁମ କ୍ୟା ଜାନୋ
  • କଟେଗି ୟେ ଜିନ୍ଦେଗି ଅବ୍ ରୋତେ ରୋତେ
  • ଲଗା ଚୁନରି ମେଁ ଦାଗ''[୧]
  • ରଙ୍ଗ ଦେ ଚୁନରିୟା

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]