"ଭଣତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ →‎top: re-categorisation per https://or.wikipedia.org/s/t0f
୬ କ ଧାଡ଼ି: ୬ କ ଧାଡ଼ି:
ଏହିପରି [[ସଦାନନ୍ଦ]] କବି ସୂର୍ଯ୍ୟ ବ୍ରହ୍ମା ଙ୍କ ଲେଖା ରେ " କହଇ କବି ସୂର୍ଯ୍ୟ .........ବ୍ରହ୍ମା ହୋଇ ଅଧୈର୍ଯ୍ୟ ......" ଏହିପରି ଦେଖିବାକୁ ମିଳେ ।
ଏହିପରି [[ସଦାନନ୍ଦ]] କବି ସୂର୍ଯ୍ୟ ବ୍ରହ୍ମା ଙ୍କ ଲେଖା ରେ " କହଇ କବି ସୂର୍ଯ୍ୟ .........ବ୍ରହ୍ମା ହୋଇ ଅଧୈର୍ଯ୍ୟ ......" ଏହିପରି ଦେଖିବାକୁ ମିଳେ ।


[[ଶ୍ରେଣୀ:ଜୀବନ ଶୈଳୀ]]
[[ଶ୍ରେଣୀ:ଚଳଣି]]

୧୫:୦୮, ୨୬ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଭଣତା କବି ମାନେ ଗୋଟିଏ କବିତା ଶେଷ କରିବାପରେ , ସେ ନିଜେ ଏହି କବିତାର ରଚୟିତା ବୋଲି ନିଜ ନାମ ଟିକୁ କାବ୍ଯ ଛନ୍ଦ ରେ ଉଲ୍ଲେଖ କରିଥାନ୍ତି । ଭଣିବା ଅର୍ଥ କହିବା , ଏଥିରୁ ଭଣତା ଶବ୍ଦ ଆସି ଅଛି॥ ସବୁ ପ୍ରାଚୀନ ଓ ରିତି ଯୁଗ ର କବି ମାନେ ଏହି ପ୍ରଥା ଅନୁସରଣ କରି ଥାନ୍ତି ।

ଉଦାହରଣ ସ୍ୱରୂପ : ଭକ୍ତ ସାଲବେଗଙ୍କ ପ୍ରତ୍ୟେକ ରଚନା ଶେଷରେ ସାଲବେଗ ଙ୍କ ନାମ ଉଲ୍ଲେଖ ଥାଏ: " କହଇ ସାଲବେଗ ..... ନିର୍ମାଲ୍ୟ କାହୁଁ ହେବ .... ଧିକ ଧିକ ଆମ ଜୀବନ କୁ । କେଣେ ଘେନି ଯାଉଚ୍ଛା ଜଗନ୍ନାଥ ଙ୍କୁ ........" ।

ଏହିପରି ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା ଙ୍କ ଲେଖା ରେ " କହଇ କବି ସୂର୍ଯ୍ୟ .........ବ୍ରହ୍ମା ହୋଇ ଅଧୈର୍ଯ୍ୟ ......" ଏହିପରି ଦେଖିବାକୁ ମିଳେ ।