ଭଣତା

ଉଇକିପିଡ଼ିଆ ରୁ
Jump to navigation Jump to search

ଭଣତା କବି ମାନେ ଗୋଟିଏ କବିତା ଶେଷ କରିବାପରେ , ସେ ନିଜେ ଏହି କବିତାର ରଚୟିତା ବୋଲି ନିଜ ନାମ ଟିକୁ କାବ୍ଯ ଛନ୍ଦରେ ଉଲ୍ଲେଖ କରିଥାନ୍ତି । ଭଣିବା ଅର୍ଥ କହିବା , ଏଥିରୁ ଭଣତା ଶବ୍ଦ ଆସି ଅଛି॥ ସବୁ ପ୍ରାଚୀନ ଓ ରିତି ଯୁଗର କବି ମାନେ ଏହି ପ୍ରଥା ଅନୁସରଣ କରି ଥାନ୍ତି ।

ଉଦାହରଣ ସ୍ୱରୂପ : ଭକ୍ତ ସାଲବେଗଙ୍କ ପ୍ରତ୍ୟେକ ରଚନା ଶେଷରେ ସାଲବେଗଙ୍କ ନାମ ଉଲ୍ଲେଖ ଥାଏ: " କହଇ ସାଲବେଗ ..... ନିର୍ମାଲ୍ୟ କାହୁଁ ହେବ .... ଧିକ ଧିକ ଆମ ଜୀବନକୁ । କେଣେ ଘେନି ଯାଉଚ୍ଛା ଜଗନ୍ନାଥଙ୍କୁ ........" ।

ଏହିପରି ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମାଙ୍କ ଲେଖାରେ " କହଇ କବି ସୂର୍ଯ୍ୟ .........ବ୍ରହ୍ମା ହୋଇ ଅଧୈର୍ଯ୍ୟ ......" ଏହିପରି ଦେଖିବାକୁ ମିଳେ ।