"ବାଆଁରା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ଟିକେ ଆଧାର |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
[[File:BAANRA WITH A CALF.JPG|thumb|ବାଛୁରୀ ମୁହଁରେ ବାଆଁରା ବ୍ୟବହାର କରାଯାଇଛି]] |
|||
ପ୍ରଶାଖାଯୁକ୍ତ ଦୁଇଟି ଛୋଟ ଗଛଡାଳକୁ କାଟି ଅଗ୍ରଭାଗକୁ ଗୋଜିଆ ବା ତୀକ୍ଷ୍ଣ କରାଯାଏ । ସରୁ ଦଉଡିରେ ଉକ୍ତ ଦୁଇଟି ଡାଳକୁ ଏପରି ବନ୍ଧାଯାଇଥାଏ ଯେପରି ବାଛୁରୀ ମୁହଁରେ ବାନ୍ଧିହେବ । |
|||
==ବ୍ୟବହାର== |
==ବ୍ୟବହାର== |
||
ବାଛୁରୀ ଯେତେବେଳେ ଘାସଖାଇବା ଶିଖିଯାଏ, ସେତେବେଳେ ମା'ଗାଈ ସହିତ ବାଛୁରୀକୁ |
ବାଛୁରୀ ଯେତେବେଳେ ଘାସଖାଇବା ଶିଖିଯାଏ, ସେତେବେଳେ [[ଗାଈ|ମା'ଗାଈ]] ସହିତ ବାଛୁରୀକୁ ଘାସପଡ଼ିଆ କିମ୍ବା ବଣଜଙ୍ଗଲକୁ ଛାଡ଼ିଦିଆଯାଏ । କିନ୍ତୁ ବାଛୁରୀ ମା'ଗାଈଠାରୁ ମଝିରେ ମଝିରେ ସବୁତକ ଖିରପିଇଦିଏ । ବାଛୁରୀ ଗାଈଠାରୁ ଖିର ନ ପିଇପାରିବା ପାଇଁ , ବାଛୁରୀମୁହଁରେ ବାଆଁରା ବାନ୍ଧିଦିଆଯାଏ ।<ref>{{cite book|last=ପ୍ରହରାଜ|first=ଗୋପାଳ ଚନ୍ଦ୍ର|title=ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ|url=http://dsalsrv02.uchicago.edu/cgi-bin/philologic/getobject.pl?c.30:3243.praharaj}}</ref> ବାଛୁରୀ ଯେତେବେଳେ ଖିର ପିଇବାକୁ ମା'ଗାଈ ଚିରରେ ମୁହଁ ଲଗାଏ, ସେତେବେଳେ ବାଆଁରାର ତୀକ୍ଷ୍ଣ ଅଗ୍ରଭାଗ ଗାଈର [[ପହ୍ନା]]ରେ ସ୍ପର୍ଶକରି ଆଘାତ ଦିଏ । ଫଳରେ ଗାଈ ଆଘାତ ପାଇ ବାଛୁରୀଠାରୁ ଦୂରକୁ ଚାଲିଯାଏ ଏବଂବାଛୁରୀ ଆଉ ଖିର ପିଇପାରେ ନାହିଁ । |
||
==ଆଧାର== |
==ଆଧାର== |
||
{{ଆଧାର}} |
{{ଆଧାର}} |
୧୬:୧୧, ୨୫ ଡିସେମ୍ବର ୨୦୧୩ ଅନୁସାରେ କରାଯାଇଥିବା ବଦଳ
ପ୍ରଶାଖାଯୁକ୍ତ ଦୁଇଟି ଛୋଟ ଗଛଡାଳକୁ କାଟି ଅଗ୍ରଭାଗକୁ ଗୋଜିଆ ବା ତୀକ୍ଷ୍ଣ କରାଯାଏ । ସରୁ ଦଉଡିରେ ଉକ୍ତ ଦୁଇଟି ଡାଳକୁ ଏପରି ବନ୍ଧାଯାଇଥାଏ ଯେପରି ବାଛୁରୀ ମୁହଁରେ ବାନ୍ଧିହେବ ।
ବ୍ୟବହାର
ବାଛୁରୀ ଯେତେବେଳେ ଘାସଖାଇବା ଶିଖିଯାଏ, ସେତେବେଳେ ମା'ଗାଈ ସହିତ ବାଛୁରୀକୁ ଘାସପଡ଼ିଆ କିମ୍ବା ବଣଜଙ୍ଗଲକୁ ଛାଡ଼ିଦିଆଯାଏ । କିନ୍ତୁ ବାଛୁରୀ ମା'ଗାଈଠାରୁ ମଝିରେ ମଝିରେ ସବୁତକ ଖିରପିଇଦିଏ । ବାଛୁରୀ ଗାଈଠାରୁ ଖିର ନ ପିଇପାରିବା ପାଇଁ , ବାଛୁରୀମୁହଁରେ ବାଆଁରା ବାନ୍ଧିଦିଆଯାଏ ।[୧] ବାଛୁରୀ ଯେତେବେଳେ ଖିର ପିଇବାକୁ ମା'ଗାଈ ଚିରରେ ମୁହଁ ଲଗାଏ, ସେତେବେଳେ ବାଆଁରାର ତୀକ୍ଷ୍ଣ ଅଗ୍ରଭାଗ ଗାଈର ପହ୍ନାରେ ସ୍ପର୍ଶକରି ଆଘାତ ଦିଏ । ଫଳରେ ଗାଈ ଆଘାତ ପାଇ ବାଛୁରୀଠାରୁ ଦୂରକୁ ଚାଲିଯାଏ ଏବଂବାଛୁରୀ ଆଉ ଖିର ପିଇପାରେ ନାହିଁ ।
ଆଧାର
- ↑ ପ୍ରହରାଜ, ଗୋପାଳ ଚନ୍ଦ୍ର. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.