ପହ୍ନା

ଉଇକିପିଡ଼ିଆ‌ରୁ
ଗାଈର ପହ୍ନା

ପହ୍ନା ଚତୁଷ୍ପଦ ପ୍ରାଣୀ ଯଥା ତୃଣଭୋଜୀ ପାକୁଳିଆ ପ୍ରାଣୀ ଗାଈ, ଛେଳି, ମେଣ୍ଡାହରିଣ ଆଦି ପ୍ରାଣୀଙ୍କର ଦୁଗ୍ଧସ୍ରାବୀ ଗ୍ରନ୍ଥିକୁ କୁହାଯାଇଥାଏ । ଏହା ପ୍ରାଣୀମାନଙ୍କର ପଛ ଗୋଡ଼ ସନ୍ଧିରେ ଓହଳିଥାଏ । ଗାଈମାନଙ୍କ କ୍ଷେତ୍ରରେ ଏହା ଦୁଇଯୋଡ଼ା ଥିଲାବେଳେ ଘୁଷୁରୀର ଏକାଧିକ ଯୋଡ଼ା ଥାଏ । ଏଥିରୁ କ୍ଷୀର ଦୁହାଁ ଯାଇଥାଏ ।

ଆଧାର[ସମ୍ପାଦନା]