ବିରେନ ଜ୍ୟୋତି ମହାନ୍ତି
ଦେଖଣା
ବିରେନ ଜ୍ୟୋତି ମହାନ୍ତି | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | କଥାଚିତ୍ର ସମ୍ପାଦକ |
ସକ୍ରିୟ ବର୍ଷ | ୨୦୦୫–ଏବେଯାଏଁ |
ପ୍ରସିଦ୍ଧି | ଲକ୍, ଯୋଡ଼ି ବ୍ରେକର୍ସ୍, ଚକ୍ଲେଟ୍, ଲୁଚକାଳି |
ବିରେନ ଜ୍ୟୋତି ମହାନ୍ତି ଜଣେ ଭାରତୀୟ କଥାଚିତ୍ର ସମ୍ପାଦକ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ସମ୍ପାଦନା ପାଇଁ ଜଣାଶୁଣା; ଲକ୍ ଓ ଜୋଡ଼ି ବ୍ରେକର୍ସ ଭଳି ହିନ୍ଦୀ କଥାଚିତ୍ର ସହିତ ଓଡ଼ିଆ କଥାଚିତ୍ର ଜଗତରେ ମଧ୍ୟ କିଛି କଥାଚିତ୍ର ସମ୍ପାଦନା କରିଛନ୍ତି ।[୧]
ସମ୍ପାଦନା
[ସମ୍ପାଦନା]ବର୍ଷ | କଥାଚିତ୍ର | ଭାଷା | ମନ୍ତବ୍ୟ |
---|---|---|---|
୨୦୦୯ | ଲକ୍ | ହିନ୍ଦୀ | |
୨୦୧୧ | ଚକ୍ଲେଟ୍ | ଓଡ଼ିଆ | |
୨୦୧୨ | ଯୋଡ଼ି ବ୍ରେକର୍ସ୍ | ହିନ୍ଦୀ | |
ଲୁଚକାଳି | ଓଡ଼ିଆ | ||
୨୦୧୩ | ସୋନା ସ୍ପା | ହିନ୍ଦୀ | |
୨୦୧୪ | ବବ୍ଲୁ ହାପି ହୈ | ହିନ୍ଦୀ | |
ଫେତଃ | ପଞ୍ଜାବୀ | ||
୨୦୧୫ | କୌନ୍ କିତ୍ନେ ପାନି ମେଁ | ହିନ୍ଦୀ | |
୨୦୧୬ | ଭାବିପେଡ଼ିଆ | ହିନ୍ଦୀ | |
୨୦୧୭ | ଜଷ୍ଟ ମୋହବତ୍ | ଓଡ଼ିଆ | |
୨୦୨୩ | ଆନ୍ଥୋନୀ | ଓଡ଼ିଆ |
ଆଧାର
[ସମ୍ପାଦନା]- ↑ "The Telegraph - Calcutta (Kolkata) | Orissa | City boy snips his way to success". www.telegraphindia.com. Archived from the original on 2016-03-04.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିରେନ ଜ୍ୟୋତି ମହାନ୍ତି