Jump to content

ଫେଜୋଲିନେଟାଣ୍ଟ

ଉଇକିପିଡ଼ିଆ‌ରୁ
ଫେଜୋଲିନେଟାଣ୍ଟ
Clinical data
Trade namesVeozah
SynonymsESN-364
data
Routes of
administration
By mouth
Legal status
Legal status
Identifiers
  • (4-fluorophenyl)-[(8R)-8-methyl-3-(3-methyl-1,2,4-thiadiazol-5-yl)-6,8-dihydro-5H-[1,2,4]triazolo[4,3-a]pyrazin-7-yl]methanone
Chemical and physical data
FormulaC16H15FN6OS
Molar mass୩୫୮.୪0 g·mol−1
3D model (JSmol)
  • C[C@@H]1C2=NN=C(N2CCN1C(=O)C3=CC=C(C=C3)F)C4=NC(=NS4)C
  • InChI=1S/C16H15FN6OS/c1-9-13-19-20-14(15-18-10(2)21-25-15)23(13)8-7-22(9)16(24)11-3-5-12(17)6-4-11/h3-6,9H,7-8H2,1-2H3/t9-/m1/s1
  • Key:PPSNFPASKFYPMN-SECBINFHSA-N

ଫେଜୋଲିନେଟାଣ୍ଟ, ଭେଜୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଋତୁବନ୍ଦ କାରଣରୁ ହେଉଥିବା ଗରମ ଫ୍ଲାସ ବା ଆକସ୍ମିକ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ମଧ୍ୟମ କିମ୍ବା ସାଂଘାତିକ ଲକ୍ଷଣ ପାଇଁ ବ୍ୟବହୃତ ହୁଏ । [] ଏହା ପାଟି ଦ୍ୱାରା ନିଆଯାଏ | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ଶୋଇବାରେ ଅସୁବିଧା, ପିଠି ଯନ୍ତ୍ରଣା ଏବଂ ଯକୃତ ସମସ୍ୟା ହୋଇପାରେ ।[] ଗୁରୁତ୍ୱପୂର୍ଣ୍ଣ ବୃକ୍‌କ କିମ୍ବା ଯକୃତ ଜନିତ ସମସ୍ୟା ଥିଲେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ଏକ ନିଉରୋକାଇନିନ-୩ (NK 3 ) ଅଭିଗ୍ରାହକର ଅବରୋଧକାରୀ (receptor blocker)। []

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଫେଜୋଲିନେଟାଣ୍ଟ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ବ୍ୟବ‌ହାର ପିଛା ମାସକୁ ପ୍ରାୟ ୫୬୦ ଡଲାର ଖର୍ଚ୍ଚ ହୁଏ ।[] ଏହାର ନିର୍ମାତା ୨୦୨୨ ମସିହାରେ ୟୁରୋପରେ ଏହି ଔଷଧର ଅନୁମୋଦନ ପାଇଁ ଆବେଦନ କରିଥିଲେ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Veozah- fezolinetant tablet, film coated". DailyMed. 19 May 2023. Archived from the original on 25 May 2023. Retrieved 24 May 2023.
  2. "Fezolinetant". GoodRx. Archived from the original on 2 March 2024. Retrieved 13 August 2023.
  3. Inc, Astellas Pharma. "European Medicines Agency Accepts Astellas' Marketing Authorization Application for Fezolinetant". www.prnewswire.com (in ଇଂରାଜୀ). Archived from the original on 16 October 2022. Retrieved 13 August 2023. {{cite web}}: |last= has generic name (help)