ଫେଜୋଲିନେଟାଣ୍ଟ
| Clinical data | |
|---|---|
| Trade names | Veozah |
| Synonyms | ESN-364 |
| data |
|
| Routes of administration | By mouth |
| Legal status | |
| Legal status | |
| Identifiers | |
| |
| Chemical and physical data | |
| Formula | C16H15FN6OS |
| Molar mass | ୩୫୮.୪0 g·mol−1 |
| 3D model (JSmol) | |
| |
| |
ଫେଜୋଲିନେଟାଣ୍ଟ, ଭେଜୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଋତୁବନ୍ଦ କାରଣରୁ ହେଉଥିବା ଗରମ ଫ୍ଲାସ ବା ଆକସ୍ମିକ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ମଧ୍ୟମ କିମ୍ବା ସାଂଘାତିକ ଲକ୍ଷଣ ପାଇଁ ବ୍ୟବହୃତ ହୁଏ । [୧] ଏହା ପାଟିଦ୍ୱାରା ନିଆଯାଏ | [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ଶୋଇବାରେ ଅସୁବିଧା, ପିଠି ଯନ୍ତ୍ରଣା ଏବଂ ଯକୃତ ସମସ୍ୟା ହୋଇପାରେ ।[୧] ଗୁରୁତ୍ୱପୂର୍ଣ୍ଣ ବୃକ୍କ କିମ୍ବା ଯକୃତ ଜନିତ ସମସ୍ୟା ଥିଲେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୧] ଏହା ଏକ ନିଉରୋକାଇନିନ-୩ (NK 3 ) ଅଭିଗ୍ରାହକର ଅବରୋଧକାରୀ (receptor blocker)। [୧]
୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଫେଜୋଲିନେଟାଣ୍ଟ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ବ୍ୟବହାର ପିଛା ମାସକୁ ପ୍ରାୟ ୫୬୦ ଡଲାର ଖର୍ଚ୍ଚ ହୁଏ ।[୨] ଏହାର ନିର୍ମାତା ୨୦୨୨ ମସିହାରେ ୟୁରୋପରେ ଏହି ଔଷଧର ଅନୁମୋଦନ ପାଇଁ ଆବେଦନ କରିଥିଲେ ।[୩]
ଆଧାର
[ସମ୍ପାଦନା]- 1 2 3 4 5 6 7 "Veozah- fezolinetant tablet, film coated". DailyMed. 19 May 2023. Archived from the original on 25 May 2023. Retrieved 24 May 2023.
- ↑ "Fezolinetant". GoodRx. Archived from the original on 2 March 2024. Retrieved 13 August 2023.
- ↑ Inc, Astellas Pharma. "European Medicines Agency Accepts Astellas' Marketing Authorization Application for Fezolinetant". www.prnewswire.com (in ଇଂରାଜୀ). Archived from the original on 16 October 2022. Retrieved 13 August 2023.
{{cite web}}:|last=has generic name (help)