ଡିଡି ଓଡ଼ିଆ
Appearance
ପ୍ରକାର | ଦୂରଦର୍ଶନ |
---|---|
ଦେଶ | ଭାରତ |
ଉପଲବ୍ଧତା | India and parts of Asia, China and Gulf Countries. |
ସଂସ୍ଥାପକ | by ଭାରତ ସରକାର |
ମୁଖ୍ୟାଳୟ | ଭୁବନେଶ୍ୱର, ଓଡ଼ିଶା, ଭାରତ |
ମାଲିକ | ପ୍ରସାର ଭାରତୀ |
Launch date | ୧୯୯୪ (ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର) |
Former names | ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର |
Official website | ddkbbsr |
ଡିଡି ଓଡ଼ିଆ ଏକ ଭାରତୀୟ ସରକାରୀ ଓଡ଼ିଆ ପ୍ରଥମ ଟେଲିଭିଜନ ଚ୍ୟାନେଲ । ଏହା ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥାପିତ ଓ ଦୂରଦର୍ଶନର ଏକ ଅଂଶ ।[୧] ୧୯୯୪ରେ ଅବସ୍ଥାପିତ[୨] ଏହା ଦୂରଦର୍ଶନ କେନ୍ଦ୍ର କଟକରୁ ସମ୍ବାଦ, ତଥ୍ୟଭିତ୍ତିକ କାର୍ଯ୍ୟକ୍ରମ, ଧାରାବାହିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରସାରଣ କରିଥାଏ ।[୩]
ଇତିହାସ
[ସମ୍ପାଦନା]ଡିଡି ଓଡ଼ିଆ[୪] ଓଡ଼ିଆରେ ଏକ ଉପଗ୍ରହ ଚ୍ୟାନେଲ ଭାବେ ୧୯୯୪ ମସିହାରେ ଆରମ୍ଭ ହୋଇଥିଲା । ଡିଡି ଓଡ଼ିଆ ଧାରାବାହିକ, ସାଂସ୍କୃତିକ କାର୍ଯ୍ୟକ୍ରମ, ସୂଚନାଭିତ୍ତିକ କାର୍ଯ୍ୟକ୍ରମ, ସମ୍ବାଦ ଏବଂ ସାମ୍ପ୍ରତିକ ବ୍ୟାପାର ଇତ୍ୟାଦି ପ୍ରସାରଣ କରେ ।[୫] ଏହାର ଅଧିକାଂଶ କାର୍ଯ୍ୟକ୍ରମ ଭୁବନେଶ୍ୱର, ସମ୍ବଲପୁର ଏବଂ ଭବାନୀପାଟଣାର ଦୂରଦର୍ଶନ କେନ୍ଦ୍ରରେ ପ୍ରସ୍ତୁତ କରାଯାଇଥାଏ ।
ପ୍ରସାରିତ ଧାରାବାହିକ
[ସମ୍ପାଦନା]- ସମ୍ପର୍କ
- ଦୁହିତା
- ଛାନିଆ
- ମହାଯଜ୍ଞ
- ମା
- ଜନନୀ
- ସୁନା କଳସ
- କଥା ସରିତା
- ସ୍ୱପ୍ନା
- ଚୋରାବାଲି
ଇତ୍ୟାଦି
ଆଧାର
[ସମ୍ପାଦନା]- ↑ "DD Odia - ଡିଡି ଓଡ଼ିଆ". www.sat-address.com. Retrieved 13 October 2016.
- ↑ "DD Odia - LyngSat". www.lyngsat.com. Retrieved 13 October 2016.
- ↑ "Oriya Channels". ORIYA NEWS. 3 July 2011. Retrieved 13 October 2016.
- ↑ "DD Odia - LyngSat". www.lyngsat.com. Retrieved 13 October 2016.
- ↑ "Oriya Channels". ORIYA NEWS. 3 July 2011. Retrieved 13 October 2016.
ବାହାର ଆଧାର
[ସମ୍ପାଦନା]- ଡିଡି ଓଡ଼ିଆ ୱେବ୍ସାଇଟ୍ Archived 2020-09-22 at the Wayback Machine.
- ଫେସବୁକରେ ଡିଡି ଓଡ଼ିଆ
- ୟୁ-ଟବ୍ରେ ଭିଡିଓ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |