ଜିଡୋଭୁଡିନ
Clinical data | |
---|---|
Trade names | ବ୍ୟବସାୟୀକ ନାମ ରେଟ୍ରୋଭିର (Retrovir) ଓ ଅନ୍ୟାନ୍ୟ |
AHFS/Drugs.com | monograph |
Pregnancy category | |
Routes of administration | ପାଟିରେ (By mouth), ଶିରାଭ୍ୟନ୍ତରରେ (IV), ମଳଦ୍ୱାର ଭିତରେ (rectal suppository) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ସମ୍ପୁର୍ଣ୍ଣ ଅବଶୋଷଣ, ପ୍ରଥମ ଶ୍ରେଣୀର ମେଟାବୋଲିଜ୍ମ ପରେ ସିସ୍ଟମରେ ଉପଲବ୍ଧ ୭୫% (ରେଞ୍ଜ ୫୨ରୁ ୭୫%) |
Protein binding | ୩୦ରୁ ୩୮% |
Metabolism | ଯକୃତ (liver) |
Elimination half-life | 0.୫ to ୩ ଘଣ୍ଟା |
Excretion | ବୃକ୍କ (kidney) ଓ ପିତ୍ତ ମାଧ୍ୟମ (biliary) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
PDB ligand | |
ECHA InfoCard | 100.152.492 |
Chemical and physical data | |
Formula | C10H13N5O4 |
Molar mass | 267.242 ଗ୍ରା/ମୋଲ |
3D model (JSmol) | |
| |
| |
(what is this?) (verify) |
ଜିଡୋଭୁଡିନ ବା ଜେଡଡିଭି (ଇଂରାଜୀ ଭାଷାରେ Zidovudine ବା ZDV) ଅନ୍ୟ ନାମ ଆଜିଡୋଥାଇମିଡିନ ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ (HIV/AIDS) ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ଅନ୍ୟ ରେଟ୍ରୋଭାଇରାଲ ଔଷଧମାନଙ୍କ ସହିତ ଦିଆଯାଏ । ଏହା ଭର୍ଟିକାଲ ସଂକ୍ରରମଣ ଅର୍ଥାତ ମାତାଠାରୁ ଶିଶୁର ସଂକ୍ରମଣ ରୋକିବାକୁ ଦିଆଯାଏ ଓ ଇଞ୍ଜେକସନ ଛୁଞ୍ଚି ସାହାଯ୍ୟରେ ବା ଅନ୍ୟାନ୍ୟ ସମ୍ଭାବ୍ୟ ସଂକ୍ରମଣକୁ ରୋକୁବାକୁ ଦିଆଯାଏ । ଏହା ଏକକ ଭାବରେ ଦିଆଯାଏ ବା ଅନ୍ୟ ଔଷଧ ସହିତ ମଧ୍ୟ ଦିଆଯାଏ ଯେପରିକି ଲାମିଭୁଡିନ/ଜିଡୋଭୁଡିନ (lamivudine/zidovudine) ଓ ଆବାକାଭିର/ଲାମିଭୁଡିନ/ଜିଡୋଭୁଡିନ (abacavir/lamivudine/zidovudine) । ଏହା ପାଟିରେ ଦିଆଯାଏ ବା ଧୀର ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ଏହି ଔଷଧ ଯୋଗୁ ହେଉଥିବା ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବଥା, ଜ୍ୱର ଓ ଅଇ ହୁଏ । ସଂଘାତିକ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems), ମାଂସପେଶୀ କ୍ଷତି (muscle damage) ଓ ଲାକ୍ଟିକ ଏସିଡୋସିସ (high blood lactate levels) ହୁଏ । ଏହା ଗର୍ଭାବସ୍ଥାରେ ମଧ୍ୟ ବ୍ୟବହାର କରାଯାଏ ଓ ଶିଶୁ ନିମନ୍ତେ ନିରାପଦ ଜଣାଯାଏ । ଏହା ନ୍ୟୁକ୍ଲିଓସାଇଡ ଆନାଲଗ ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର]] nucleoside analog reverse-transcriptase inhibitor ବା NRTI) ଶ୍ରେଣୀର ଔଷଧ । ଡିଏନଏ ପ୍ରସ୍ତୁତ କରିବାକୁ ଭୁତାଣୁ ଯେଉଁ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ (reverse transcriptase) ଏଞ୍ଜାଇମ (enzyme) ବ୍ୟବହାର କରେ ତାହାକୁ ଏହି ଔଷଧ ଅବରୋଧ କରିବା ଯୋଗୁ ଭୁତାଣୁର ରେପ୍ଲିକେସନ ହୋଇପାରେନାହିଁ ।[୨]
ସନ ୧୯୬୪ରେ ସର୍ବପ୍ରଥମେ ଜିଡୋଭୁଡିନ ବିଷୟ ବର୍ଣ୍ଣନା କରାଯାଇଥିଲା ।[୩] ସନ ୧୯୮୬ରେ ପ୍ରଥମେ ଆମେରିକାରେ ମଞ୍ଜୁରୀ ପାଇଥିଲା ଓ ଏଚଆଇଭି ନିମନ୍ତେ ପ୍ରଥମ ଚିକିତ୍ସା ଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [୨] ବିକାଶଶୀଳ ଦେଶରେ (developing world) ଏହାର ମାସିକ ଖର୍ଚ୍ଚ ୫.୧୦ରୁ ୨୫.୬୦ଆମେରିକୀୟ ଡଲାର ।[୬] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ୨୦୦ଡଲାରରୁ ଅଧିକ ଥିଲା ।[୭]
ଆଧାର
[ସମ୍ପାଦନା]- ↑ "Zidovudine". PubChem Public Chemical Database. NCBI. Retrieved 2011-04-10.
- ↑ ୨.୦ ୨.୧ ୨.୨ "Zidovudine". The American Society of Health-System Pharmacists. Retrieved 28 November 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 505. ISBN 9783527607495.
- ↑ Therapy of Viral Infections Volume 15 of Topics in Medicinal Chemistry. Springer. 2015. p. 6. ISBN 9783662467596.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Zidovudine". International Drug Price Indicator Guide. Retrieved 28 November 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 67. ISBN 9781284057560.
ବାହ୍ୟ ଲିଙ୍କ
[ସମ୍ପାଦନା]ଲୁଆ ତ୍ରୁଟି: bad argument #2 to 'title.new' (unrecognized namespace name 'Portal') ।