ଗାୟତ୍ରୀ ଭରଦ୍ୱାଜ
ଗାୟତ୍ରୀ ଭରଦ୍ୱାଜ | |
---|---|
ଜନ୍ମ | ନୂଆ ଦିଲ୍ଲୀ, ଭାରତ | ୧୭ ଜୁନ ୧୯୯୫
ବୃତ୍ତିସମୂହ |
|
ଉଚ୍ଚତା | 1.68 m (5 ft 6 in) |
Title | ଫେମିନା ମିସ୍ ଇଣ୍ଡିଆ ଇଉନାଇଟେଡ୍ କଣ୍ଟିନେଣ୍ଟ ୨୦୧୮ |
Beauty pageant titleholder | |
Hair colour | ଧୂସର |
Eye colour | ଧୂସର |
Major competition(s) |
|
ଗାୟତ୍ରୀ ଭରଦ୍ୱାଜ (ଜନ୍ମ: ୧୭ ଜୁନ ୧୯୯୫) ଜଣେ ଭାରତୀୟ ମଡେଲ୍, ଅଭିନେତ୍ରୀ ଏବଂ ସୁନ୍ଦରୀ ପ୍ରତିଯୋଗୀତାର ବିଜୟିନୀ । ସେ ଭାରତୀୟ କଥାଚିତ୍ର ଓ ଧାରାବାହିକ ଆଦିରେ କାମ କରନ୍ତି । ଫେମିନା ମିସ୍ ଇଣ୍ଡିଆ ୨୦୧୮ରେ ସେ ନୂଆଦିଲ୍ଲୀରୁ ପ୍ରତିନିଧିତ୍ୱ କରିଥିଲେ, ଯେଉଁଠାରେ ସେ ଫେମିନା ମିସ୍ ଇଣ୍ଡିଆ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟସ୍ ୨୦୧୮ ଜିତିଥିଲେ ଏବଂ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟସ୍ରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।[୧][୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଗାୟତ୍ରୀ ଭରଦ୍ୱାଜ ୧୯୯୫ ମସିହାର ଜୁନ ୧୭ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।[୩] ସେ ୨୦୧୮ ମସିହାରେ କ୍ୟାମ୍ପସ ପ୍ରିନ୍ସେନ୍ ଜରିଆରେ ମଡେଲିଂ ଆରମ୍ଭ କରିଥିଲେ । ଏହାପରେ ସେ ଫେମିନା ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୮ ଏବଂ ଫେମିନା ମିସ୍ ଇଣ୍ଡିଆ ୨୦୧୮ରେ ଅଂଶଗ୍ରହଣ କରିଥିଲେ ।[୪][୫]
ପେଷା
[ସମ୍ପାଦନା]୨୦୧୮ ମସିହାରେ ସେ ଆକାଶ ପୁରୀଙ୍କ ନାୟିକା ଭାବରେ ଏକ ତେଲୁଗୁ କଥାଚିତ୍ରରେ କାମ କରିବା ପାଇଁ ମନୋନୀତ ହୋଇଥିଲେ ।[୬] ମାତ୍ର ପରେ ତାଙ୍କ ବଦଳରେ କେଟିକା ଶର୍ମା କାମ କରିଥିଲେ ।[୭]
୨୦୨୧ ମସିହାରେ ସେ ଭୁବନ ବାମ୍ଙ୍କ ନାୟିକା ଭାବରେ ୟୁ-ଟ୍ୟୁବ୍ ସିରିଜ୍ ଢିଣ୍ଢୋରାରେ ଡକ୍ଟର ତାରା ରମପମ ଚରିତ୍ରରେ ଅଭିନୟ କରିଥିଲେ ।[୮][୯]
୨୦୨୨ ମସିହାରେ ସେ ଲକ୍ଷ୍ମଣ ଉଟେକରଙ୍କ ଇତ୍ତୁ ସି ବାତ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ସପ୍ନା ଭୂମିକାରେ ଅଭିନୟ କରିଥିଲେ ।[୧୦]
ଏହାପରେ ସେ ଇସ୍କ ଏକ୍ସପ୍ରେସରେ ରିତୱିକ ସାହୋରେଙ୍କ ସହିତ ତାନିଆ ଭୂମିକାରେ କାମ କରିଥିଲେ ଏବଂ ହାଇୱେ ଲଭ୍ରେ ଇନାୟା ଭୂମିକାରେ ଅଭିନୟ କରିଥିଲେ ।[୧୧][୧୨]
୨୦୨୩ ମସିହାରେ ସେ ରବି ତେଜା ଓ ନୂପୁର ସନନଙ୍କ ସହିତ ତେଲୁଗୁ କଥାଚିତ୍ର ଟାଇଗର ନାଗେଶ୍ୱର ରାଓରେ ଅଭିନୟ କରିଥିଲେ ।[୧୩] [୧୪]
ସମ୍ବାଦ
[ସମ୍ପାଦନା]ଦି ଟାଇମ୍ସ ଅଫ୍ ଇଣ୍ଡିଆର ୨୦୧୮ ମସିହା ପାଇଁ ୫୦ ମୋଷ୍ଟ ଡିଜାୟର୍ଏବଲ୍ ଓମେନ୍ ତାଲିକାରେ ଗାୟତ୍ରୀ ୫ମ ସ୍ଥାନରେ ଥିଲେ ।[୧୫]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୨୨ | ଇତ୍ତୁ ସି ବାତ୍ | ସପ୍ନା | ହିନ୍ଦୀ | [୧୬] |
୨୦୨୩ | ଟାଇଗର ନାଗେଶ୍ୱର ରାଓ | ମଣି | ତେଲୁଗୁ | [୧୭] |
ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୨୧ | ଢିଣ୍ଢୋରା | ଡ. ତାରା ରମପମ | [୧୮] | |
୨୦୨୨ | ଇସ୍କ ଏକ୍ସପ୍ରେସ | ତାନିଆ | [୧୯] | |
୨୦୨୩ | ହାଇୱେ ଲଭ୍ | ଇନାୟା | [୨୦] |
ମ୍ୟୁଜିକ୍ ଭିଡିଓ
[ସମ୍ପାଦନା]ବର୍ଷ | ଗୀତ | ଗାୟକ | ଆଧାର |
---|---|---|---|
୨୦୧୯ | କଲ୍ | ଡି ସୋଲ୍ଜର୍ସ | [୨୧] |
ଲେଭଲ୍ | [୨୨] | ||
ପଟୋଲ | ବ୍ରିଜେସ ସାଣ୍ଡିଲ୍ୟ | [୨୩] |
ଆଧାର
[ସମ୍ପାଦନା]- ↑ "Gayatri Bhardwaj: I feel honoured to represent Delhi | Beauty Pageants - Times of India Videos". The Times of India.
- ↑ "Miss United Continents India 2018 Gayatri Bhardwaj Talks About Her Bollywood Plans! | Bollywood News".
- ↑ "Miss India United Continents 2018 Gayatri Bhardwaj marks her birthday by distributing food, masks in Gurgaon". The Times of India. 19 June 2020.
- ↑ "Colors femina miss india delhi: Introducing FBB Colors Femina Miss India Delhi 2018 Gayatri Bhardwaj | Beauty Pageants - Times of India Videos". The Times of India.
- ↑ "Miss India 2018: Anukreethy Vas won Beauty with a Purpose, here are other sub-contest winners". 20 June 2018.
- ↑ "Delhi girl Gayatri Bharadwaj bags a role in Tollywood". Deccan Chronicle. November 27, 2018.
- ↑ "'Romantic' movie review: Voyeuristic dram". The Hindu. 30 October 2021.
- ↑ "Gayatri Bhardwaj makes impressive screen debut with 'Dhindora'". 14 December 2021.
- ↑ "'He is the funniest person': Gayatri Bharadwaj shares her experience of working with Bhuvan Bam in 'Dhindora'".
- ↑ "Exclusive! Gayatri Bhardwaj: In times when love is so accessible, Ittu Si Baat will remind viewers of 'shiddat wala pyaar'".
- ↑ "Gayatrii Bhhardwaj, Ritvik Sahore share their experience of working on 'Ishq Express'".
- ↑ "Gayatri Bhardwaj walks down the memory lane with Highway Love".
- ↑ "Ravi Teja Pins Hopes on Real-life Story". Deccan Chronicle. August 13, 2023.
- ↑ "Ravi Teja's 'Tiger Nageswara Rao' to release on October 20". The Hindu. 29 March 2023.
- ↑ "Times 50 Most Desirable Women 2018 | Photogallery - ETimes".
- ↑ "Ittu si baat: Gayatri Bhardwaj's next, 'Ittu Si Baat' to release this June! - Bombaytimes on Mobile". Archived from the original on 2023-08-20. Retrieved 2023-11-27.
- ↑ "Gayatri Bhardwaj to Play Second Female Lead in Ravi Teja's Tiger Nageswara Rao". 2 April 2022.
- ↑ "Dhindora review: Bhuvan Bam's show works when he plays to his strengths - but only then". 14 December 2021.
- ↑ "5 reasons why Ishq Express is a must-watch". 23 June 2022.
- ↑ "Highway Love star Gayatri Bhardwaj talks about her weakest days, biggest fears, says 'my story just started' | Exclusive".
- ↑ "D Soldierz's Call is the new peppy number you cannot miss".
- ↑ "D Soldierz drop the new party track – Level".
- ↑ "Presenting the ultimate party track Patola".
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗାୟତ୍ରୀ ଭରଦ୍ୱାଜ
- ବଲିଉଡ ହଙ୍ଗାମାରେ ଗାୟତ୍ରୀ ଭରଦ୍ୱାଜ